ରାଜ୍ୟ ବିଜେପିକୁ ମିଳିବେ ନୂଆ ମୁଖିଆ: ଦିନେ ଦୁଇ ଦିନ ମଧ୍ୟରେ ନୂଆ ସଭାପତି ଘୋଷଣା
ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏନେଇ ଶୁକ୍ରବାର ସୂଚନା ଦେଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀ ନିର୍ବାଚନ ପାଇଁ ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା ହେବାରେ ବିଳମ୍ବ ହୋଇଛି ।













Click it and Unblock the Notifications