Get Updates
Get notified of breaking news, exclusive insights, and must-see stories!

ଆଜି ଓଡ଼ିଶା ବନ୍ଦ: କଣ ବନ୍ଦ ରହିବ କଣ ଖୋଲା ?

ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ଆଜି ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଓ ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ଦାବିରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ ।

Odisha bandh today

ତେବେ ଜାଣନ୍ତୁ କଣ ବନ୍ଦ ରହିବ କଣ ଖୋଲା ରହିବ
- ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା
- ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ
- ସ୍କୁଲ, କଲେଜ ବନ୍ଦ ରଖିବାକୁ କଂଗ୍ରେସର ଆହ୍ୱାନ
- ଗାଡି ଚଳାଚଳ ବାଧାପ୍ରାପ୍ତ ରହିବ
- ଦୋକାନ ବଜାର ବନ୍ଦ ରହିବ
- ପେଟ୍ରୋଲ ପମ୍ପ ବନ୍ଦ ରହିବ
- ହସପିଟାଲ ଖୋଲା ରହିବ
- ଆମ୍ବୁଲାନ୍ସ ସେବା, ଔଷଧ ଦୋକାନ ଖୋଲା ରହିବ
- ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ ଖୋଲା ରହିବ
- ସରକାରୀ କାର୍ଯ୍ୟାଳୟ ଖୋଲା ରହିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+