Get Updates
Get notified of breaking news, exclusive insights, and must-see stories!

ଗୃହରେ ଅଚଳାବସ୍ଥା ଜାରି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଲଗାତାର ୫ ଦିନ ଧିରି ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ୱର: ଲଗାତାର ୫ ଦିନ ଧିରି ଗୃହରେ ଅଚଳାବସ୍ଥା ଜାରି ରହିଛି । ତେବେ ବିଧାନସଭାର ଶୀତକାଳୀନ ଅଧିବେଶନକୁ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଆଉ ଏଥିପାଇଁ ଗୃହକୁ ୩୦ ମିନିଟ୍ ମୁଲତବୀ କରାଯାଇଛି ।

Odisha Assembly

ଆଜି ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ବହିଷ୍କାର ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହୋହଲ୍ଲା କରିଥିଲେ । ଅନ୍ୟପଟେ ବିଜେଡି ମଧ୍ୟ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପ୍ରତିବାଦ କରିଛି । ପାଇକ ବିଦ୍ରୋହକୁ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ନ ମିଳିବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ବର୍ଷିଥିଲେ ବିଜେଡି ବିଧାୟକ । ଯେଉଁଥିପାଇଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି । ତେବେ ଗୃହର ଅଚଳାବସ୍ଥା ପାଇଁ ଶାସକ ଦଳ ଦାୟୀ ବୋଲି ଅଭିଯୋଗ କରିଥିଲେ ବିରୋଧୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+