ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ସର୍ବଦଳୀୟ ବୈଠକରେ ନିଷ୍ପତି ପରେ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ବର: ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ପରେ ଆସନ୍ତାକାଲି ଯାଏ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ସର୍ବଦଳୀୟ ବୈଠକରେ ନିଷ୍ପତି ପରେ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଗୃହ ମୁଲତବୀ

ତେବେ ଆସନ୍ତାକାଲି ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ହେବ ଆଲୋଚନା । ସରକାରୀ ଦଳ ମୁଖ୍ୟ ସଚେତକ ଆଣିବେ ପ୍ରସ୍ତାବ ।

ଆଜି ଶୀତ ଅଧିବେସନର 2ୟ ଦିନ ଆରମ୍ଭରୁ ଗର୍ଜନ ଆରମ୍ଭ କରିଥିଲେ ବିରୋଧୀ । ପୁରୀ ହାଜତ ମୃତ୍ୟୁ ମାମଲା, ସ୍କୁଲ ବନ୍ଦ ରହିବା ପ୍ରସଙ୍ଗରେ ଗର୍ଜିଥିଲେ ଉଭୟ ବିଜେପି ଓ କଂଗ୍ରେସ । ପରେ ପ୍ରଥମେ 15 ମିନିଟି ପାଇଁ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

15 ମିନିଟ ପରେ ଗୃହକାର୍ଯ୍ୟ ଆରମ୍ଭ ହେଉ ହେଉ ପୁରୀ ହାଜତ ମୃତ୍ୟୁ ମାମଲା ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଫଳରେ ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ଘୋଷଣା ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+