ହାଜତ ମୃତ୍ୟୁ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ, 3ଟା ଯାଏଁ ଗୃହ ମୁଲତବୀ

ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ଘୋଷଣା ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭୁବନେଶ୍ବର: ଆଜି ବିଧାନସଭା ଶୀତ ଅଧିବେସନର 2ୟ ଦିନ ଆରମ୍ଭକୁ ଗର୍ଜନ କରିଛନ୍ତି ବିରୋଧୀ । ପୁରୀ ହାଜତ ମୃତ୍ୟୁ ମାମଲାରେ ଗୃହରେ ହଟ୍ଟଗୋଳ କରିଛନ୍ତି ବିରୋଧୀ । ଫଳରେ ଅପରାହ୍ନ 3 ଟା ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଗୃହ ମୁଲତବୀ

ତେବେ ହାଜତ ମୃତ୍ୟୁ ସହ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ବିରୋଧୀ ମଧ୍ୟ ହଟ୍ଟଗୋଳ କରିଛନ୍ତି । ସ୍କୁଲ ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ସୂଚନା ଦେଇ କହିଛନ୍ତି, ଗାଇଡଲାଇନ ଅନୁସାରେ ବନ୍ଦ ହୋଇଛି ସ୍କୁଲ । ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ବିଭିନ୍ନ କମିଟି ହୋଇଛି । କମିଟି ନିଷ୍ପତ୍ତି ଆଧାରରେ ସ୍କୁଲ ବନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+