ଚାଷୀଙ୍କ ପାଇଁ ରାସ୍ତାକୁ ଓହ୍ଲାଇଲା ବିଜେଡି: ରାଜ୍ୟପାଳଙ୍କୁ ଦାବିପତ୍ର ଦେଲେ ବିଜେଡ଼ି ବିଧାୟକ

ଓଡିଶାର ଚାଷୀଙ୍କ ପାଇଁ ବିଜେଡି ବିଧାୟକ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଧାନସଭାରୁ ସିଧା ବାହାରି ରାଜଭବନ ଆଡକୁ ଯାଇଥିଲେ । ଚାଲି ଚାଲି ବିଜେଡି ବିଧାୟକ ମାନେ ପହଞ୍ଚିଥିଲେ ରାଜଭବନରେ ।

ଭୁବନେଶ୍ୱର: ଓଡିଶାର ଚାଷୀଙ୍କ ପାଇଁ ବିଜେଡି ବିଧାୟକ ମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଧାନସଭାରୁ ସିଧା ବାହାରି ରାଜଭବନ ଆଡକୁ ଯାଇଥିଲେ । ଚାଲି ଚାଲି ବିଜେଡି ବିଧାୟକ ମାନେ ପହଞ୍ଚିଥିଲେ ରାଜଭବନରେ । ଓଡିଶା ଚାଷୀଙ୍କୁ କେନ୍ଦ୍ରସରକାରଙ୍କ ଅବେହେଳା ନେଇ ୫ ଦଫା ଦାବି ପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି ।

Odisha Assembly Winter Session

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିର ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସର ଗାନ୍ଧିମୂର୍ତ୍ତି ତଳେ ଧାରଣା ଦେବା ସହିତ ବିଜେପିକୁ ନିନ୍ଦା କରିଥିଲେ । ଓଡ଼ିଶା ଚାଷୀଙ୍କ ବୀମା ଟଙ୍କା ହଡ଼ପର ଜୋରଦାର ପ୍ରତିବାଦ କରାଯାଇଛି।

ବିଧାନସଭାରେ ଚାଷୀ ପ୍ରସଙ୍ଗରେ ଆଲୋଚନା କରାଇ ଦେଇନାହାନ୍ତି ବିରୋଧୀ। ପ୍ରତିବାଦରେ ବିଜେଡି ସଦସ୍ୟମାନେ ବିଧାନସଭା ପରିସରସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେଇଥିଲେ। ଏହାପରେ ବିଧାନସଭା ପରିସରରୁ ରାଜଭବନ ଯାଏ ଚାଲି କରି ଯାଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତିକୁ ଜୋରଦାର ବିରୋଧ କରିଛି ବିଜେଡି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+