ସର୍ବଦଳୀୟ ବୈଠକ ବିଫଳ, ଆସନ୍ତାକାଲି ଯାଏଁ ଗୃହ ମୁଲତବୀ

ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ଆଜି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି । ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରି ପାରିନଥିବା ଜଣାପଡ଼ିଛି।

ଭୁବନେଶ୍ୱର: ବିଧାନସଭାରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ । ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ତେବେ ଆଜି ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ୍ ମାରିଛି । ସର୍ବଦଳୀୟ ବୈଠକରେ ସମାଧାନର ବାଟ ବାହାରି ପାରିନଥିବା ଜଣାପଡ଼ିଛି।

Odisha Assembly

ତେବେ ବାଚସ୍ପତିଙ୍କ ମନ୍ତବ୍ୟ ପରେ ପୁନର୍ବାରବିରୋଧୀ ସଦସ୍ୟ ହୋହାଲ୍ଲା, ନାରାବାଜି କରିଥିଲେ । ତେବେ ହୋ ହାଲ୍ଲା ଭିତରେ ବିଭିନ୍ନ ବିଭାଗର କାଗଜ ଉପସ୍ଥାପନ କରିଛନ୍ତି ବିଭାଗୀୟ ମନ୍ତ୍ରୀ । ଏପରିକି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ତେବେ ଆସନ୍ତାକାଲି ସକାଳ ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ମମିତା ମେହେର ହତ୍ୟା ମାମଲାରେ ଗୃହମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଅଟଳ ରହିଥିବାବେଳେ ଶାସକ ବିଜେଡି ସଭ୍ୟମାନେ ଗୃହରେ ଜୟୀ ରାଜଗୁରୁଙ୍କ ମୁଖା ପିନ୍ଧି ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବିରେ ହଟ୍ଟଗୋଳ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+