Odisha Assembly: ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ପୂର୍ବ ସରକାରକୁ ଟାର୍ଗେଟ
ବିଧାନସଭାରେ ମହାନଦୀ ପ୍ରସଙ୍ଗରେ ପୂର୍ବସରକାରକୁ ଟାର୍ଗେଟ । ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଟାର୍ଗେଟ । ଛତିଶଗଡ଼ ଡ୍ୟାମ ଗଠନ ପ୍ରସଙ୍ଗରେ ମୁକେଶ ମହାଲିଙ୍ଗଙ୍କ ଉତ୍ତର ।

୨୪ ବର୍ଷରେ ଆପଣ କେତେ ଡ୍ୟାମ୍ କରିଛନ୍ତି, ସେ ତଥ୍ୟ ଆପଣଙ୍କ ପାଖରେ ଥିବ । ୮ ମାସ ଭିତରେ ସରକାର ବହୁ ଜଳ ପ୍ରକଳ୍ପ ହାତକୁ ନେଇଛନ୍ତି ।












Click it and Unblock the Notifications