Odisha Assembly: 5Tର ପୋଲ୍‌ ଖୋଲିଲେ ସୁରେଶ ପୂଜାରୀ

ପୂର୍ବ ସରକାରରେ ଥିବା 5Tର ପୋଲ ଖୋଲିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ସୁରେଶ କଡ଼ା ଟାର୍ଗେଟ କରି କହିଛନ୍ତି, ଗତ ସରକାରରେ ଅନେକ ନିଷ୍ପତ୍ତି ହେଉଥିଲା କିନ୍ତୁ କାର୍ଯ୍ୟକାରୀ ଶୂନ। ଯେଉଁ ନିଷ୍ପତ୍ତି ନେଲେ ଆମ ସରକାର କରିବ ବୋଲି ଛାଡ଼ିକି ଗଲେ। ଯାହ 5T କାଗଜପତ୍ରରେ ପ୍ରୋସେସିଂ ନକରି ଖାଲି ଘୋଷଣା କରୁଥିଲା। ଏଷ୍ଟିମେଟ କଲା, ଟେଣ୍ଡର ହେଲା, କିନ୍ତୁ ଓର୍‌ବ୍‌କ ଅର୍ଡର ପରେ ପଇସା ମିଳିଲ ନାହିଁ। ରିଲିଫ ଫଣ୍ଡରେ ଯେତିକି ଟଙ୍କା ନାହିଁ, ତା'ଠୁ ଅଧିକ ଘୋଷଣା କରିଥିଲେ ସରକାର।

Odisha Assembly

ସୂଚନାଯୋଗ୍ୟ, ସ୍ବେଚ୍ଛାକୃତ ଅବସର ପରେ ସେତେବେଳେ ଭି.କେ. ପାଣ୍ଡିଆନଙ୍କୁ 5Tର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। ସେ ସିଧାସଳଖ ତତ୍‌କାଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ କାମ କରୁଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ନବୀନଙ୍କ ବ୍ୟକ୍ତିଗତ ସଚିବ ବି ଥିଲେ । ୨୦୦୦ ବ୍ୟାଚ୍‌ର ଏହି IAS ଅଫିସର ମୟୂରଭଞ୍ଜ ଓ ଗଞ୍ଜାମର ଜିଲାପାଳ ମଧ୍ୟ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+