ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ; ବାଚସ୍ପତିଙ୍କ ପୋଡିୟମ୍ ଉପରକୁ...,  ଗୃହ ମୁଲତବୀ

ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା। ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡିର ଉଦ୍ୟମ। ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଲେ ୨ ବିରୋଧୀ ସଦସ୍ୟ । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚଢ଼ିଲେ ପୋଡ଼ିୟମ । ସୋର ଓ ଦେବଗଡ଼ ବିଧାୟକ ପୋଡ଼ିୟମ ଉପରକୁ ଚଢ଼ିଗଲେ।- ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ।

odisha assembly session 2024
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+