ଓଡ଼ିଶା ବିଧାନସଭା ଅଧିବେଶନ: ଆରମ୍ଭ ହେବ ଆମ ଓଡ଼ିଶା ନବୀନ ଓଡ଼ିଶା କାମ
ଆମ ଓଡ଼ିଶା ନବୀନ ଓଡ଼ିଶା କାମ ଆରମ୍ଭ ହେବ କହିଲେ ମନ୍ତ୍ରୀ। ଗୃହରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର। ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩୪୫୭ କୋଟିର ବ୍ୟବସ୍ଥା ହୋଇଛି। ୩୦ରୁ ୪୦% କାମ ସଂପୂର୍ଣ୍ଣ ହୋଇଛି। ପେମେଣ୍ଟ ବି କରାଯାଇଛି । ପରିକ୍ରମା ପ୍ରକଳ୍ପ, ଅର୍ପଣ ଚାଉଳ, କ୍ରୀଡ଼ା ବିକାଶରେ ଖର୍ଚ୍ଚ ହୋଇଛି। ସେ ବାବଦରେ ତର୍ଜମା କରୁଛୁ, କାମ କରିଥିବା ସଂସ୍ଥାକୁ ପାଉଣା ଦିଆଯିବ। ଦାଦନ ମୁକ୍ତ ଯୋଜନା ଖୁବଶୀଘ୍ର ଆଣିବାକୁ ଯାଉଛୁ ବୋଲି ମନ୍ତ୍ରୀ କହିଛନ୍ତି।













Click it and Unblock the Notifications