Odisha Assembly: ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ

ଭୁବନେଶ୍ବର: ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ । ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ।

Odisha Assembly

ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାଛଡ଼ା ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧,୪୦,୧୨୬ଜଣ ପ୍ରସବ କରିଛନ୍ତି । ମୋଟ ୧,୪୦,୧୨୬ ପ୍ରସବରୁ ୧,୧୩, ୫୯୮ ଅସ୍ତ୍ରୋପଚାର ଜନିତ ପ୍ରସବ ।

୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୮୧.୦୬ ପ୍ରତିଶତ । ସରକାରୀ ହସ୍ପିଟାଲରେ ୨୦୨୩-୨୪ରେ ୫,୯୧,୧୮୫ଜଣ ପ୍ରସବ କରିଛନ୍ତି । ସେଥୁମଧ୍ୟରୁ ମାତ୍ର ୧,୯୫,୫୭୮ ଅସ୍ତ୍ରୋପଚାର ଜନିତ ପ୍ରସବ ।୨୦୨୩-୨୪ରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୩୩.୦୮ ପ୍ରତିଶତ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+