ନୌସେନା ଦିବସ ଦେଖିବାକୁ ବସ୍ରେ ପୁରୀ ଯିବେ ବିଧାୟକ; ପୁରୀରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ
ନୌସେନା ଦିବସ ଦେଖିବାକୁ ବସ୍ରେ ପୁରୀ ଯିବେ ବିଧାୟକ । ଆସନ୍ତା ୪ ତାରିଖରେ ବସ୍ରେ ପୁରୀ ଯିବେ ସମସ୍ତ ବିଧାୟକ । ଗୃହରେ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ମଧ୍ୟାହ୍ନ ୧୨ଟା ୩୦ରେ ବିଧାନସଭା ପରିସରରେ ଲଞ୍ଚ୍ କରି ପୁରୀ ଯିବେ । ପୁରୀରୁ କୋଣାର୍କ ଯାଇ କୋଣାର୍କ ମହୋତ୍ସବ ଦେଖି ଫେରିବେ ।













Click it and Unblock the Notifications