କାଶୀପୁର କଲେରା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

Odisha Assembly Monsoon Session Update: କାଶୀପୁର କଲେରା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ

ଭୁବନେଶ୍ୱର: କାଶୀପୁର କଲେରା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ । ଆଜି ବିଧାନସଭାରେ ଶୂନ୍ୟକାଳରେ କାଶୀପୁର କଲେରା ପ୍ରସଙ୍ଗ ନେଇ ବିରୋଧି ଦଳ ମୁଖ୍ୟ ସତେକ ସରକାରଙ୍କୁ ସମାଲୋଚନା କରିଥିଲେ । କିଛି ସମୟ ପାଇଁ ବିଜେପି ଓ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିଥିଲେ ।

ODISHA
କାଶୀପୁରରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ହେଲେ ମୃତ୍ୟୁ ସଂଖ୍ୟା କମାଯାଇ ୯ ବୋଲି ସୂଚନା ଦିଆଯାଉଛି । ସେହିପରି ସରକାର ଯେଉଁ ୫ଜଣଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି କହୁଛନ୍ତି ସେମାନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ବିଧାନସଭାରେ ରଖିବା ପାଇଁ ମଧ୍ୟ ଦାବି କରିଛନ୍ତି ମୋହନ ମାଝି । ସେହିପରି ରାଜ୍ୟର ଅନ୍ୟ ସ୍ଥାନକୁ ମଧ୍ୟ ଝାଡ଼ାବାନ୍ତି ବ୍ୟାପୁଛି ବୋଲି ମଧ୍ୟ ଦାବି କରାଯାଉଛି ।

ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ଥିଲେ । କାଶୀପୁର ରେ ୧୪ ଓ ଗତକାଲି ଦସମନ୍ତପୁରରେ ୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କହିଛନ୍ତି ବିଧାୟକ । ଉତ୍କଳ ଆଲୁମିନା ଜାଣିଶୁଣି ଦୂଷିତ ପାଣି ଛାଡି଼ବା କଥା ଉଠାଇବା ସହ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନି ପତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+