Odisha Assembly: ରାଜ୍ୟରେ ବିପୁଳ ଗଞ୍ଜେଇ ଜବତ

ରାଜ୍ୟରେ ୨୦୨୧-୨୨ ଓ ୨୦୨୪-୨୫ ଭିତରେ ଜବତ ହୋଇଛି ବହୁ ପରିମାଣର ଗଞ୍ଜେଇ । ୨୦୨୧-୨୨ରେ ୫୭୪ ମାମଲା ଆସିଥିବାବେଳେ ୩୨ ହଜାର ୨୭୬.୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୬୮୨ ଗିରଫ ହୋଇଛନ୍ତି । ୨୦୨୨-୨୩ରେ ୧୫୦୬ ମାମଲା ଆସିଥିବାବେଳେ ୪୨ ହଜାର ୮୬୬.୮୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୮୧୯ ଗିରଫ ହୋଇଛନ୍ତି ।

Huge amount of ganja seized in the state

୨୦୨୩-୨୪ରେ ୧୧୮୪ ମାମଲା ଆସିଥିବାବେଳେ ୩୪ ହଜାର ୬୪୦.୧୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୪୯୪ ଗିରଫ ହୋଇଛନ୍ତି । ୨୦୨୪-୨୫ରେ ୧୦୬୧ ମାମଲା ଆସିଥିବାବେଳେ ୩୪ ହଜାର ୬୭୯.୨୬ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୪୬୪ ଗିରଫ ହୋଇଛନ୍ତି । ୨୦୨୪-୨୫ ସେପ୍ଟେମ୍ବର ୧୬ ଭିତରେ ୬୩୦ ମାମଲା ଆସିଥିବାବେଳେ ୧୫ହଜାର ୪୩୮.୬୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୮୪୯ ଗିରଫ ହୋଇଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+