Odisha Assembly: ୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ସରକାର
୪ ହଜାରରୁ ଊର୍ଦ୍ଧ୍ବ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ସରକାର । ପୂର୍ବାପେକ୍ଷା ଅଢ଼େଇ କୋଟି ଅଧିକ। ଅନୁଦାନ ଯୋଗାଇ ଦେଇଛନ୍ତି ସରକାର ।
ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଉତ୍ତର। ୫ କୋଟି ବଦଳରେ ୭ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି ସରକାର । ଦେବୋତ୍ତର କମିଶନଙ୍କ ଅଧୀନରେ ରହିଛି ୧୮ ହଜାରରୁ ଊର୍ଦ୍ଧ୍ବ ମନ୍ଦିର । ସେଥିମଧ୍ୟରୁ ୪୧୪୫ ମନ୍ଦିରକୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି ।













Click it and Unblock the Notifications