Odisha Assembly: ପାରିତ ହେବ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍

ଆଜି ପୁଣି ସରଗରମ ହେବ ଗୃହ। ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ । ଜଳସମ୍ପଦ , ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ସଂଯୋଜନା, ବାଣିଜ୍ୟ, ସୂଚନା ଲୋକ ସମ୍ପର୍କ, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟ କାଳରେ ପୋଲାଭରମ, ମହାନଦୀ, ଆଇନ ଶୃଙ୍ଖଳା, ସ୍ବତନ୍ତ୍ର ରାଜ୍ୟ ପାହା, ଦରଦାମ ଭଳି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି । ସେହିପରି ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କିଛି ପ୍ରସଙ୍ଗ ଉଠାଇପାରେ । ମୋଟାମୋଟି ଭାବରେ ଆଜି ଗୃହ ବେଶ ସରଗରମ ରହିବ ।

Odisha Assembly f
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+