ଓଡ଼ିଶା ବିଧାନସଭା ନିର୍ବାଚନ: 'ମୋ ବୁଥ୍ ଆପ୍' ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ

'ମୋ ବୁଥ୍ ଆପ୍' ଉନ୍ମୋଚନ କଲେ ସିଇଓ ନିକୁଞ୍ଜ ବିହାରୀ ଧଳ । ସହରାଞ୍ଚଳ ଭୋଟରଙ୍କୁ ସଚେତନ ପାଇଁ 'ମୋ ବୁଥ୍ ଆପ୍' ଉନ୍ମୋଚନ ହୋଇଛି । ଆପ୍ ଓ ୱେବସାଇଟ ମାଧ୍ୟମରେ ବୁଥ୍ ସମ୍ପର୍କରେ ସବୁ ତଥ୍ୟ ଜାଣିହେବ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ମଣ୍ଡଳୀରେ ୭୫.୬୮% ମତଦାନ ହୋଇଛି ।

My Booth App

ସେହିପରି ସବୁଠୁ ଅଧିକ ନବରଙ୍ଗପୁର, ସବୁଠୁ କମ୍ ବ୍ରହ୍ମପୁରରେ ମତଦାନ ହୋଇଛି। ସ୍ୱାଭିମାନ ଅଞ୍ଚଳର ୨୩ ବୁଥ୍‌ରେ ଚଳିତ ବର୍ଷ ୮% ଅଧିକ ଭୋଟିଂ ।ଭୟ ଭୋଟର ଏବଂ ଅଧିକାରୀମାନଙ୍କ ନିମନ୍ତେ ଉପଲବ୍ଧ ରହିବ। ସେହିପରି ଏହି ଆପ୍ ମାଧ୍ୟମରେ ସେକ୍ଟର ଅଧିକାରୀମାନେ କେନ୍ଦ୍ରରେ ପୋଲିଂ ପାର୍ଟି ପହଞ୍ଚିବାର ସୂଚନା, ମକ୍ ପୋଲ୍ ଏବଂ ମତଦାନର ସଦ୍ୟତନ ସ୍ଥିତି, ମତଦାନ ପ୍ରକ୍ରିୟା ଶେଷ ଏବଂ ବୁଥ୍ରୁ ପୋଲିଂ ପାର୍ଟିର ପ୍ରସ୍ଥାନ ବିଷୟରେ ସୂଚନା ଦେବେ। ଯାହା ଦ୍ୱାରା ସଂପୃକ୍ତ ଅଧିକାରୀମାନଙ୍କୁ ତ୍ୱରିତ ପଦକ୍ଷେପ ନେବାରେ ସହାୟକ ହେବ ।

ଏତଦ୍ବ୍ୟତୀତ ସେକ୍ଟର ଅଧିକାରୀମାନେ ଆଇନଶୃଙ୍ଖଳା, ବିଧାନସଭା ଓ ସଂସଦୀୟ କ୍ଷେତ୍ରର ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଏହି ଆପ୍ରେ ଉପଲବ୍ଧ କରାଇପାରିବେ। ଏଥିସହ ଉଭୟ ଜିଲ୍ଲାସ୍ତରୀୟ ଏବଂ ସେକ୍ଟର ଅଧିକାରୀମାନଙ୍କ ନିମନ୍ତେ ଏକ ସେଣ୍ଟ୍ରାଲ୍ ଡ୍ୟାସ୍ବୋର୍ଡ ଉପଲବ୍ଧ ରହିବ । ଯାହା ଦ୍ୱାରା ବିଭିନ୍ନ ତଥ୍ୟ ଗ୍ରହଣ ସହ ସମୀକ୍ଷା କରାଯାଇପାରିବ । 'ମୋ ବୁଥ୍ ଆପ୍'ରେ ବୁଥ୍ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ ଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+