ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪: ୧୪୭ ବିଧାନସଭା ଆସନ ପାଇଁ ବିଜେଡିର ପୂର୍ଣ୍ଣାଙ୍ଗ ପ୍ରାର୍ଥୀ ତାଲିକା, ୪୦ ନୂଆ ଚେହେରା

Odisha Assembly Election 2024: ଚଳିତ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ତାଲିକା ପ୍ରକାଶ କରିଛି । ୧୪୭ପ୍ରାର୍ଥୀଙ୍କ ତାଲିକା ୯ଟି ପର୍ଯ୍ୟାୟରେ ପ୍ରକାଶ କରିଛି ବିଜେଡ଼ି । ଦଳ ଗତଥର ପ୍ରାର୍ଥୀ କରିଥିବା ୧୪୭ ବିଧାୟକଙ୍କ ଭିତରୁ ୪ଜଣଙ୍କୁ ଦଳରୁ ବହିଷ୍କାର କରିଛି । ୩୬ଜଣଙ୍କ ଉପରେ ଦଳ ଭରଷା କରିପାରିନି । ୪୦ ଜଣ ନୂଆ ପ୍ରାର୍ଥୀ ଦଳ ଦେଇଛି । ଏଥି ସହ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଂସଦ ପ୍ରାର୍ଥୀ ପାଇଁ ମନୋନୀତ କରିଛି ।

Odisha Assembly Election

ବିଜେଡିର ପୂର୍ଣ୍ଣାଙ୍ଗ ବିଧାୟକ ପ୍ରାର୍ଥୀ ତାଲିକା

  1. ୧.ବିଷମ କଟକ - ଜଗନ୍ନାଥ ସାରକା
  2. ୨) ଗୁଣୁପୁର - ରଘୁନାଥ ଗମାଙ୍ଗ
  3. ୩) ରାୟଗଡା - ଅନୁସୂୟା ମାଝୀ
  4. ୪) ବରଗଡ - ଦେବେଶ ଆଚାର‌୍ୟ୍ୟ
  5. ୫) ବିଜେପୁର - ରୀତା ସାହୁ
  6. ୬) ଅତାବିରା - ସେହ୍ନାଙ୍ଗିନୀ ଛୁରିଆ
  7. ୭) ଭଟଲି - ସୁଶାନ୍ତ ସିଂ
  8. ୮) ଜଳେଶ୍ୱର - ଅଶ୍ୱିନୀ କୁମାର ପାତ୍ର
  9. ୯) ବସ୍ତା - ସୁବାସିନୀ ଜେନା
  10. ୧୦) ଭଣ୍ଡାରୀପୋଖରୀ - ସଞ୍ଜୀବ ମଲ୍ଲିକ
  11. ୧୧. ଭଦ୍ରକ - ପ୍ରଫୁଲ ସାମଲ
  12. ୧୨.ବାସୁଦେବପୁର - ବିଷ୍ମୁବତ୍ର ରାଉତରାୟ
  13. ୧୩.ଧାମନଗର - ଡକ୍ଟର ସଞ୍ଜୟ କୁମାର ଦାସ
  14. ୧୪.ଚାନ୍ଦବାଲି - ବ୍ୟୋମକେଶ ରାୟ
  15. ୧୫.ବିଞ୍ଝାରପୁର - ପ୍ରମିଳା ମଲ୍ଲିକ
  16. ୧୬.ଧର୍ମଶାଳା - ପ୍ରଣବ ବଳବନ୍ତରାୟ
  17. ୧୭.ଯାଜପୁର - ସୁଜାତା ସାହୁ
  18. ୧୮.ସୁକିନ୍ଦା - ପ୍ରୀତିରଞ୍ଜନ ଘଡେଇ
  19. ୧୯.ଢେଙ୍କାନାଳ - ସୁଧୀର ସାମଲ
  20. ୨୦.କାମାକ୍ଷାନଗର - ପ୍ରଫୁଲ କୁମାର ମଲ୍ଲିକ
  21. ୨୧.ପରଜଙ୍ଗ - ନୃସିଂହ ସାହୁ
  22. ୨୨.ପାଲଲହଡା - ମୁକେଶ ପାଲ
  23. ୨୩.ଛେଣ୍ଡିପଦା - ସୁଶାନ୍ତ କୁମାର ବେହେରା
  24. ୨୪.ସୋନପୁର - ନିରଞ୍ଜନ ପୂଜାରୀ
  25. ୨୫.ଲୋଇସିଂହା - ନିହାର ରଞ୍ଜନ ବେହେରା
  26. ୨୬.ପାଟଣାଗଡ - ସରୋଜ ମେହେର
  27. ୨୭. ବଲାଙ୍ଗୀର - କଳିକେଶ ନାରାୟଣ ସିଂହଦେଓ
  28. ୨୮.ଟିଟିଲାଗଡ - ଟୁକୁନି ସାହୁ
  29. ୨୯.ନୂଆପଡା - ରାଜେନ୍ଦ୍ର ଢୋଲକିଆ
  30. ୩୦.ଉମରକୋଟ - ନବୀନା ନାୟକ
  31. ୩୧.ଝରିଗାଁ - ରମେଶ ଚନ୍ଦ୍ର ମାଝୀ
  32. ୩୨.ନବରଙ୍ଗପୁର - କୌଶଲ୍ୟା ପ୍ରଧାନୀ
  33. ୩୩.ଡାବୁଗାଁ - ମନୋହର ରନ୍ଧାରୀ
  34. ୩୪.ଲାଞ୍ଜିଗଡ - ପ୍ରଦୀପ କୁମାର ଦିଶାରୀ
  35. ୩୫.ଜୁନାଗଡ - ଦିବ୍ୟଶଙ୍କର ମିଶ୍ର
  36. ୩୬.ଧର୍ମଗଡ - ପୁଷ୍ପେନ୍ଦ୍ର ସିଂ ଦେଓ
  37. ୩୭.ଭବାନୀପାଟଣା - ଲତିକା ନାୟକ
  38. ୩୮.ଜି ଉଦୟଗିରି - ସାଲୁଗା ପ୍ରଧାନ
  39. ୩୯.କଣ୍ଟାମାଳ - ମହିଧର ରଣା
  40. ୪୦.ବୌଦ୍ଧ - ପ୍ରଦୀପ କୁମାର ଅମାତ
  41. ୪୧.ବଡମ୍ବା - ଦେବୀ ପ୍ରସାଦ ମିଶ୍ର
  42. ୪୨.ବାଙ୍କୀ - ଦେବୀରଞ୍ଜନ ତ୍ରିପାଠୀ
  43. ୪୩.ଆଠଗଡ - ରଣେନ୍ଦ୍ର ପ୍ରତାପ ସ୍ୱାଇ
  44. ୪୪.କଟକ ଚୌଦାର - ସୌଭିକ ବିଶ୍ୱାଳ
  45. ୪୫.ନିଆଳି - ପ୍ରମୋଦ ମଲ୍ଲିକ
  46. ୪୬.କଟକ ସଦର - ଚନ୍ଦ୍ରସାରଥୀ ବେହେରା
  47. ୪୭.ପାଟକୁରା - ଅରବିନ୍ଦ ମହାପାତ୍ର
  48. ୪୮.ଆଳି - ପ୍ରତାପ ଦେବ
  49. ୪୯.ରାଜନଗର - ଧ୍ରୁବ ସାହୁ
  50. ୫୦.ମହାକାଳପଡା - ଅତନୁ ସବ୍ୟସାଚ୍ଚୀ ନାୟକ
  51. ୫୧.ପୁରୀ - ସୁନୀଲ ମହାନ୍ତି
  52. ୫୨.ବ୍ରହ୍ମଗିରି - ଉମାକାନ୍ତ ସାମନ୍ତରାୟ
  53. ୫୩.ସତ୍ୟବାଦୀ - ସଞ୍ଜୟ ଦାସବର୍ମା
  54. ୫୪.ପିପିଲି - ରୁଦ୍ର ପ୍ରସାଦ ମହାରଥୀ
  55. ୫୫.ଜଟଣୀ - ବିଭୂତି ବଳବନ୍ତରାୟ
  56. ୫୬.ରଣପୁର - ସତ୍ୟନାରାୟଣ ପ୍ରଧାନ
  57. ୫୭.ଦଶପଲ୍ଲା - ରମେଶ ଚନ୍ଦ୍ର ବେହେରା
  58. ୫୮.ନୟାଗଡ - ଅରୁଣ ସାହୁ
  59. ୫୯.ଭଞ୍ଜନଗର - ବିକ୍ରମ କେଶରୀ ଆରୁଖ
  60. ୬୦.ପୋଲସରା - ଶ୍ରୀକାନ୍ତ ସାହୁ
  61. ୬୧.କବିସୂର‌୍ୟ୍ୟନଗର - ଲତିକା ପ୍ରଧାନ
  62. ୬୨.ଛତ୍ରପୁର - ସୁବାଷ ଚନ୍ଦ୍ର ବେହେରା
  63. ୬୩.ସୋରଡା - ସଂଘମିତ୍ରା ସ୍ୱାଇଁ
  64. ୬୪.ହିଞ୍ଜିଳି - ନବୀନ ପଟ୍ଟନାୟକ
  65. ୬୫.ଗୋପାଳପୁର - ବିକ୍ରମ କୁମାର ପଣ୍ଡା
  66. ୬୬.ଦିଗପହଣ୍ଡି - ବିପ୍ଲବ ପାତ୍ର
  67. ୬୭.ଚିକିଟି - ଚିନ୍ମୟ ନନ୍ଦ ଶ୍ରୀରୂପଦେବ
  68. ୬୮.କୋଟପାଡ - ଚନ୍ଦ୍ରଶେଖର ମାଝୀ
  69. ୬୯.କୋରାପୁଟ - ରଘୁରାମ ପୋଡାଲ
  70. ୭୦.ମାଲକାନଗିରି - ମାନସ ମାକାମ୍ବୀ
  71. ୭୧.କାଶୀପୁର - ବଦ୍ରିନାରାୟଣ ପାତ୍ର
  72. ୭୨.ପାଟଣା - ଜଗନ୍ନାଥ ନାୟକ
  73. ୭୩.ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା
  74. ୭୪.ଲକ୍ଷ୍ମୀପୁର -ପ୍ରଭୁ ଜାନି
  75. ୭୫.ପାରାଦୀପ-ଗୀତାଞ୍ଜଳି ରାଉତରାୟ
  76. ୭୬.ସମ୍ବଲପୁର-ପ୍ରସନ୍ନ ଆଚାର‌୍ୟ୍ୟ
  77. ୭୭.ରେଢାଖୋଲ-ରୋହିତ ପୂଜାରୀ
  78. ୭୮.ତେଲକୋଇ-ମାଧବ ସର୍ଦ୍ଦାର
  79. ୭୯.ତାଳଚେର-ବ୍ରଜ ପ୍ରଧାନ
  80. ୮୦.ନର୍ଲା-ମନୋରମା ମହାନ୍ତି
  81. ୮୧.ବାଲିଗୁଡା-ଚକ୍ରମଣି କହଁର
  82. ୮୨.ଚିଲିକା-ରଘୁନାଥ ସାହୁ
  83. ୮୩.ବଡଚଣା-ବର୍ଷା ପ୍ରିୟଦର୍ଶିନୀ
  84. ୮୪.ଆନନ୍ଦପୁର-ଅଭିମନ୍ୟୁ ସେଠୀ
  85. ୮୫.କେନ୍ଦ୍ରାପଡା-ଗଣେଶ୍ୱର ବେହେରା
  86. ୮୬.ଚମ୍ପୁଆ-ସନାତନ ମହାକୁଡ
  87. ୮୭.ସାରସକଣା-ଦେବାଶିଷ ମାରାଣ୍ଡି
  88. ୮୮.କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ
  89. ୮୯.ରେମୁଣା-ବିଦ୍ୟାସ୍ମିତା ମହାଳିକ
  90. ୯୦.ସିମୁଳିଆ-ସୁଭାଷିନୀ ସାହୁ
  91. ୯୧.ରଘୁନାଥପାଲୀ-ଅର୍ଚ୍ଚନା ବେହେରା
  92. ୯୨.ବାଲିକୁଦା ଏରସମା- ସାରଦା ଜେନା
  93. ୯୩.ବରୀ-ବିଶ୍ୱରଂଜନ ମଲ୍ଲିକ
  94. ୯୪.କାକଟପୁର-ତୁଷାରକାନ୍ତି ବେହେରା
  95. ୯୫.ହିନ୍ଦୋଳ-ମହେଶ ସାହୁ
  96. ୯୬.ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
  97. ୯୭.ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ
  98. ୯୮.କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
  99. ୯୯.ପଦ୍ମପୁର- ଶ୍ରୀମତୀ ବର୍ଷାସିଂହ ବରିହା
  100. ୧୦୦) କୁଚିଣ୍ଡା- ରାଜେନ୍ଦ୍ର କୁମାର ଛତ୍ରିଆ
  101. ୧୦୧. ବେଗୁନିଆ -ପ୍ରଦୀପ ସାହୁ
  102. ୧୦୨.ଅନୁଗୁଳ- ଶ୍ରୀମତୀ ସଂଯୁକ୍ତା ସିଂହ
  103. ୧୦୩.ନିମାପଡ଼ା- ଦିଲ୍ଲୀପ କୁମାର ନାୟକ
  104. ୧୦୪.ସାନଖେମୁଣ୍ଡି- ମିସ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ
  105. ୧୦୫.ଜୟପୁର- ଡ. ଇନ୍ଦିରା ନନ୍ଦ
  106. ୧୦୬.ରେଢ଼ାଖୋଲ- ପ୍ରସନ୍ନ ଆଚାର‌୍ୟ୍ୟ
  107. ୧୦୭.ସମ୍ବଲପୁର- ରୋହିତ ପୂଜାରୀ
  108. ୧୦୮.ବଣାଇ-ଭୀମସେନ ଚୌଧୁରୀ
  109. ୧୦୯.ବାରିପଦା-ସାନନ୍ଦ ମାରାଣ୍ଡି
  110. ୧୧୦.ବ୍ରଜରାଜନଗର-ଅଳକା ମହାନ୍ତି
  111. ୧୧୧.ଝାରସୁଗୁଡା-ଦୀପାଳି ଦାସ
  112. ୧୧୨.ତାଳସରା-ବିଜୟ ଟପ୍ପୋ
  113. ୧୧୩.ସୁନ୍ଦରଗଡ-ଯୋଗେଶ ସିଂହ
  114. ୧୧୪,ରାଜଗାଙ୍ଘପୁର-ଅନୀଲ ବାର୍ଲା
  115. ୧୧୫. ଯଶୀପୁର-ଚକ୍ରଧର ହେମ୍ବ୍ରମ୍
  116. ୧୧୬. ଉଦଳା-ଶ୍ରୀନାଥ ସୋରେନ
  117. ୧୧୭.ବଡସାହି-ଅନସୂୟା ପାତ୍ର
  118. ୧୧୮.ମୋରଡା-ପ୍ରୀତିନନ୍ଦା କାନୁନଗୋ
  119. ୧୧୯.ସୋର-ମାଧବ ଧଡା
  120. ୧୨୦.ଆଠ ମଲିକ- ନଳିନୀ ପ୍ରଧାନ
  121. ୧୨୧.ବୀରମହାରାଜପୁର-ପଦ୍ମନାଭ ବେହେରା
  122. ୧୨୨,ଖଡିଆଳ-ଅଧିରାଜ ପାଣିଗ୍ରାହୀ
  123. ୧୨୩.ଫୁଲବାଣୀ-ଜୟଶ୍ରୀ କହଁର
  124. ୧୨୪.ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,
  125. ୧୨୫.ତିର୍ତ୍ତୋଲ-ରମାକାନ୍ତ ଭୋଇ
  126. ୧୨୬.ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି
  127. ୧୨୭.ଭୁବନେଶ୍ୱର ଉତ୍ତର - ସୁଶାନ୍ତ ରାଉତ
  128. ୧୨୮.ଏକାମ୍ର-ଅଶୋକ ପଣ୍ଡା
  129. ୧୨୯.ଖଲ୍ଲିକୋଟ-ସୂର‌୍ୟ୍ୟମଣି ବୈଦ୍ୟ
  130. ୧୩୦. ଆସିକା - ମଞ୍ଜୁଲତା ସ୍ୱାଇଁ
  131. ୧୩୧. ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ
  132. ୧୩୨. ପାରଳାଖେମୁଣ୍ଡି-ରୂପେଶ ପାଣିଗ୍ରାହୀ
  133. ୧୩୩. ମୋହନା-ଅନ୍ତର‌୍ୟ୍ୟାମୀ ଗମାଙ୍ଗୋ
  134. ୧୩୪. ପଟାଙ୍ଗୀ-ପ୍ରଫୁଲ୍ଲ ପାଙ୍ଗୀ
  135. ୧୩୫. ରେଙ୍ଗାଲି-ସୁଦର୍ଶନ ହରିପାଲ
  136. ୧୩୬. ରାଉଲକେଲା-ଶାରଦା ନାୟକ
  137. ୧୩୭. ବୀରମିତ୍ରପୁର-ରୋହିତ ଯୋଶେଫ ତିର୍କୀ
  138. ୧୩୮. କେନ୍ଦୁଝର-ମୀନା ମାଝୀ
  139. ୧୩୯. ରାଇରଙ୍ଗପୁର-ରାଇସିଂ ମୁର୍ମୁ
  140. ୧୪୦. ବାଲେଶ୍ୱର-ସ୍ୱରୂପ ଦାସ
  141. ୧୪୧. ବାରବାଟୀ କଟକ- ପ୍ରକାଶ ବେହେରା
  142. ୧୪୨. ସାଲେପୁର- ପ୍ରଶାନ୍ତ ବେହେରା
  143. ୧୪୩. ଜୟେଦେବ-ନବକିଶୋର ମଲ୍ଲିକ
  144. ୧୪୪. ସନ୍ଧ୍ୟାରାଣୀ ଦାସ- କୋରେଇ
  145. ୧୪୫. ଖଣ୍ଡପଡ଼ା - ସାବିତ୍ରୀ ପ୍ରଧାନ
  146. ୧୪୬. ନୀଳୀଗିରି - ସୁକାନ୍ତ ନାୟକ
  147. ୧୪୭. ଦେବଗଡ଼ - ରୋମାଞ୍ଚ ରଞ୍ଜନ ବିଶ୍ୱାଳ

ବାଦ୍ ପଡିଛନ୍ତି

୧)ସୀମାରାଣୀ ନାୟକ-ହିନ୍ଦୋଳ-ଦଳ ଛାଡିଛନ୍ତି
୨)ଅରବିନ୍ଦ ଢାଲି-ଜୟଦେବ-ଦଳ ଛାଡିଛନ୍ତି
୩)ଭାଗୀରଥି ସେଠୀ-ଆନନ୍ଦପୁର-ଦଳ ଛାଡିଛନ୍ତି
୪)ଅମର ପ୍ରସାଦ ଶତପଥି-ବଡଚଣା
୫)ଅଙ୍ଗଦ କହଁର-ଫୁଲବାଣି
୬)ବିଜୟ ଶଙ୍କର ଦାସ-ତିର୍ତ୍ତୋଲ
୭)ଜ୍ୟୋତି ପ୍ରକାଶ ପାଣିଗ୍ରାହୀ-ସିମୁଳିଆ
୮)କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
୯)ପର୍ଶୁରାମ ଧଡା-ସୋର
୧୦)ପ୍ରତାପ ଜେନା-ମାହାଙ୍ଗା
୧୧)ପ୍ରେମାନନ୍ଦ ନାୟକ-ତେଲକୋଇ
୧୨)ରଘୁନାଥ ଦାସ-ବାଲିକୁଦ-ଏରସମା
୧୩)ରଜନିକାନ୍ତ ସିଂହ-ଅନୁଗୁଳ
୧୪)ସମ୍ବିତ ରାଉତରାୟ-ପାରାଦୀପ
୧୫)ସମୀର ରଞ୍ଜନ ଦାଶ-ନିମାପଡା
୧୬)ଶଶୀ ଭୂଷଣ ବେହେରା-କେନ୍ଦ୍ରାପଡା
୧୭)ସାବିତ୍ରୀ ଅଗ୍ରୱାଲ-ପାଟକୁରା
୧୮)ସୁନନ୍ଦା ଦାସ-ବରୀ
୧୯)ଅନନ୍ତ ଦାସ-ଭୋଗରାଇ
୨୦)ଜ୍ୟୋତିନ୍ଦ୍ରନାଥ ମିତ୍ର-ଖୋର୍ଦ୍ଧା
୨୧)ଅରୁନ୍ଧତୀ ଦେବୀ-ଦେବଗଡ
୨୨) ଭୁପିନ୍ଦର ସିଂହ - ନର୍ଲା
୨୩) ଅଶୋକ ବଳ - କୋରେଇ
୨୪) ମୌସଧୀ ବାଗ୍‌- ଧର୍ମଗଡ଼
୨୫) ନତ୍ୟାନନ୍ଦ ସାହୁ - ବସ୍ତା
୨୬) ପ୍ରୀତମ ପାଢ଼ୀ - ପଟ୍ଟାଙ୍ଗୀ
୨୭) ପ୍ରକାଶ ଚନ୍ଦ ମାଝୀ - ଝରିଗାଁ
୨୮) ପୂର୍ଣ୍ଣଚନ୍ଦ୍ର ବାକା - ଚିତ୍ରକୋଣ୍ଡା
୨୯) ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ - ସୋରଡ଼ା
୩୦) ରାଜକିଶୋର ଦାସ - ମୋରଡ଼ା
୩୧) ରମେଶ ଚନ୍ଦ୍ର ସାଏ - ଆଠମଲିକ
୩୨) ସଦାଶିବ ପ୍ରଧାନୀ- ଦବରଙ୍ଗପୁର
୩୩) ସୁବତ୍ର ତରାଇ- ରଘୁନାଥପାଲୀ
୩୪) ମୀନାକ୍ଷୀ ମହାନ୍ତ - ଚମ୍ପୁଆ
୩୫) ପଦ୍ମୀନ ଦିଆନ - କୋଟପାଡ଼
୩୬) ଉଷା ଦେବୀ - ଚିକିଟି

ବିଜେଡି ଦଳରୁ ବହିଷ୍କୃତ ହେଇଥିବା ନେତା

୧)ପ୍ରଦାପ ପାଣିଗ୍ରାହୀ-ଗୋପାଳପୁର
୨)ପ୍ରଶାନ୍ତ ଜଗଦ୍ଦେବ-ଚିଲିକା
୩)ସୌମ୍ୟରଞ୍ଜନ ପଟ୍ଟନାୟକ-ଖଣ୍ଡପଡା
୪)ସୁଧାଂଶୁ ଶେଖର ପରିଡା-ରେମୁଣା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+