ମାଲକାନଗିରିରେ ବିଜୟ ଧ୍ୱଜା ଉଡ଼଼ାଇଲା ବିଜେପି
Odisha Assembly Election Results 2024: ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ରାଜ୍ୟରେ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଆଉ ଏହାରି ଭିତରେ ଆଉ ଏକ ଆସନରେ ବିଜେପି ତାର ବିଜୟର ଧ୍ୱଜା ଉଡ଼ାଇଛି ।

ମାଲାନଗିରିରେ ବିଜେପି ହୋଇଛି ବିଜୟୀ । ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି । ଏହା ପୂର୍ବରୁ ଭାରତୀୟ ଜନତା ପାର୍ଟି ବ୍ରଜରାଜ ନଗର ଏବଂ ଝାରସୁଗୁଡ଼ା ବିଧାନସଭା ଆସନରେ ହୋଇ ସାରିଛି ବିଜୟୀ ।












Click it and Unblock the Notifications