ଭୋଟ୍ ଦେଉଛି ଓଡ଼ିଶା; ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ
ଭୋଟ୍ ଦେଉଛି ଓଡ଼ିଶା । ରାଜ୍ୟରେ ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ । ECI ଆପ୍ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।

ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୯.୨୫% ମତଦାନ ହୋଇଛି । କୋରାପୁଟରେ ସର୍ବାଧିକ ୧୩.୧୪% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧% ଭୋଟଗ୍ରହଣ ହୋଇଛି ।












Click it and Unblock the Notifications