Odisha Assembly Election 2024: ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗ, ଦୁଇ ଶିକ୍ଷକ ନିଲମ୍ବିତ

ଆଚରଣ ବିଧି ଉଲଂଘନ । ଦୁଇ ଶିକ୍ଷକ ନିଲମ୍ବିତ । ଏବେ ଚାରିଆଡେ଼ ନିର୍ବାଚନୀ ମାହୋଲ । ଆଉ ସରକାରୀ କର୍ମଚାରୀ ବି ଏହି ନିର୍ବାଚନ ହାୱାରେ ସାମିଲ ହେଉଛନ୍ତି । ଯାହା ସେମାନଙ୍କୁ ମହଙ୍ଗା ପଡ଼ୁଛି । ନିର୍ବାଚନୀ ସଭାରେ ସାମିଲ ହେବା ଦ୍ବାରା ୨ଶିକ୍ଷକ ନିଲମ୍ବିତ ହୋଇଛନ୍ତି ।

ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାପାଳ ପାପଡାହାଣ୍ଡି ବ୍ଲକର ଦୁଇ ସ୍କୁଲ ଶିକ୍ଷକଙ୍କୁ ନିଳମ୍ବିତ କରିଛନ୍ତି । ଦୁଇ ନିଳମ୍ବିତ ଶିକ୍ଷକ ପିତାରିଗୁଡା ୟୁପି ସ୍କୁଲର । ଗୌତମ ଚରଣ ସାହୁ ଏବଂ ଡାବୁଗାଁ ପୂଝାରିଗୁଡା ସ୍କୁଲର ମନୋଜ କୁମାର ଭତ୍ରା ।

Odisha Assembly Election 2024

ଏହି ଦୁଇ ଶିକ୍ଷକ ରାଜନୈତିକ ଦଳର ନିର୍ବାଚନୀ ସଭାରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+