ଓଡ଼ିଶା ବିଧାନସଭା ନିର୍ବାଚନ: କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ ସାମଲ

ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଆଡୁ ବିଫଳ କହିଲେ।

କୃଷି ଓ କୃଷକ ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ସେ କହିଛନ୍ତି, କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ସବୁ ଆଡୁ ବିଫଳ' । ନିର୍ବାଚନ ଇସ୍ତାହାର କରି କେବଳ ପ୍ରଚାର କରୁଛି ବିଜେଡି ।

Odisha Assembly Election

ଜଳସେଚନ ପାଇଁ କୌଣସି ସୁବିଧା କରିନାହାନ୍ତି ରାଜ୍ୟ ସରକାର ।
ଚାଷୀ ମାସିକ ୫ ହଜାର ରୋଜଗାର କରିବା ବି କଷ୍ଟକର । ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ବନ୍ଦ ହେଲା, ଶୀତଳ ଭଣ୍ଡାର ନାହିଁ । ମହାନଦୀରେ ୭ଟି ବ୍ୟାରେଜ କରିବେ କହିଥିଲେ, ତାହା ବି କଲେନି ବୋଲି ସେ କହିଛନ୍ତି ।

ଆଳୁ, ପିଆଜ ମିଶନରେ ସରକାର ୨୫୦ କୋଟି ବରବାଦ କଲେ ବୋଲି ସେ କହିଛନ୍ତି । ଧାନ କିଣାରେ ହେରଫେର, କୃଷି ଯନ୍ତ୍ରାଂଶ ବିକ୍ରିରେ ବି ଅନିୟମିତତା । ରାଜ୍ୟରେ ଥିବା ସୂତା କଳ, ଚିନି କଳ କାର୍ଯ୍ୟକ୍ଷମ ନହୋଇ ବନ୍ଦ ହେଲା । ବିଜେପି ସରକାରକୁ ଆସିଲେ ୩୧୦୦ ଟଙ୍କାରେ ଧାନ କିଣିବ ବୋଲି ମନମୋହନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+