ନିର୍ବାଚନ ପରିଚାଳନାକୁ ଆହୁରି ସୁଦୃଢ଼ କରିବ ଆଇଟି; ବିଭିନ୍ନ ପୋର୍ଟାଲରେ ଜାଣିପାରିବେ ଅପଡେଟ୍

ଓଡ଼ିଶାରେ ୪ ପର୍ଯ୍ୟାୟର ଭୋଟ୍ ହେବ । ୧୩ ମଇରୁ ଓଡ଼ିଶାରେ ଭୋଟ । ରାଜ୍ୟରେ ମେ ୧୩, ମେ ୨୦, ମେ ୨୫ ଏବଂ ଜୁନ୍‌ ୧ରେ ଭୋଟ ଗ୍ରହଣ ହେବ । ଜୁନ୍‌ ୪ ତାରିଖରେ ସାରା ଦେଶରେ ଭୋଟ ଗଣତି ହେବ । ଜୁନ୍‌ ୪ ମଙ୍ଗଳବାର ଦିନ ହେବ ଭୋଟ ଗଣତି । ତେବେ ନିର୍ବାଚନ ପରିଚାଳନାକୁ ଆହୁରି ସୁଦୃଢ଼ କରିବ ଆଇଟି । ବିଭିନ୍ନ ପୋର୍ଟାଲରେ ଜାଣିପାରିବେ ଅପଡେଟ୍ ।

କ) ସ-ଭିଜିଲ୍‌ ଆପ୍ (C-VIGILA App);
ସି-ଶିଳିଲ୍ ଆଦର୍ଶ ଆଚରଣ ସଂହିତା / ବ୍ୟୟ ଉଲଂଘନର ସମୟ-ଷ୍ଟାମତ୍ ସ୍ପଷ୍ଟ ପ୍ରମାଣ ପ୍ରଦାନ କରେ ଯାହା ପ୍ରତ୍ୟେକ ନାଗରିକଙ୍କୁ ସ୍ମାର୍ଟଫୋନ୍ ବ୍ୟବହାର କରି ଏକ ଫଟୋ କିମ୍ବା ଭିଡିଓ କ୍ଲିକ୍ କରିବାକୁ କ୍ଷମତା ଦେଇଥାଏ । ଏହି ଆପ୍ କର୍ତ୍ତୃପକ୍ଷଙ୍କ ଦ୍ରୁତ ଏବଂ ପ୍ରଭାବଶାଳୀ କାର୍ଯ୍ୟକୁ ପ୍ରାଥମିକତା ଦେଇଥାଏ ଏବଂ ୧୦୦ ମିନିଟ୍ ମଧ୍ଯରେ ଉପଭୋକ୍ତାଙ୍କୁ ରିପୋର୍ଟ ପ୍ରଦାନର ପ୍ରତିଶ୍ରୁତି ଦେଇଥାଏ । ଏହି ଆପ୍ଲିକେସନ୍ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍ ଷ୍ଟୋର୍‌ରେ ଉପଲବ୍ଧ ।

ଖ) ସୁବିଧା ପୋର୍ଟାଲ୍ (SUVIDHA);

ଏହି ଏକକ ୱିଣ୍ଡୋ ସିଷ୍ଟମରେ ପ୍ରାର୍ଥୀ ତଥା ରାଜନୈତିକ ଦଳ ନାମାଙ୍କନ ଦାଖଲ, ବୈଠକ, ଶାଳି, ଯାନ, ଅସ୍ଥାୟୀ ନିର୍ବାଚନ କାର୍ଯ୍ୟାଳୟ, ଲାଉଡ ସ୍ପିକର ବ୍ୟବହାର ଇତ୍ୟାଦି ପାଇଁ ଆବେଦନ କରିପାରିବେ । ଏହି ବ୍ୟବସ୍ଥା ପ୍ରତ୍ୟେକ ରିଟର୍ଣ୍ଣା" ଅଧୂକାରୀ ସ୍ତରରେ ରଖାଯାଇଛି ଯାହା ଆବେଦନ, ପ୍ରକ୍ରିୟାକରଣ, ଅନୁମତି ପ୍ରଦାନ ଏବଂ ଅନ୍‌ଲାଇନ୍ ମନିଟର"ର ଉପଯୁକ୍ତ କାର୍ଯ୍ୟାନ୍ଵୟନ କରେ । ଅନଲାଇନ୍ ନାମାଙ୍କନ ଭରିବା ସୁବିଧା ହେଉଛି ଏକ ଇଚ୍ଛାଧୀନ ସୁବିଧା ଯାହା ଦାଖଲ କରିବାର ସହଜ ଏବଂ ସଠିକ୍ ଫାଇଲ୍ ଦାଖଲକୁ ନିଶ୍ଚିତ କରିଥାଏ । ନିୟମ ଅନୁଯାୟୀ ଅଫଲାଇନ୍ ଦାଖଲ ମଧ୍ୟ ଜାରି ରହିବ ।

Odisha assembly election

ଗ) ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ୍:
ପ୍ରତିଯୋଗୀ ପ୍ରାର୍ଥୀଙ୍କ ପ୍ରୋଫାଇଲ୍, ନାମାଙ୍କନ ସ୍ଥିତି, ଏବଂ ଆଫିଡେଭିଟ୍ ସହିତ ସମ୍ପୂର୍ଣ୍ଣ ଚାଲିକା ପ୍ରାର୍ଥୀ ଆଫିଡେଭିଟ୍ ପୋର୍ଟାଲ: https://affidavit.eci.gov.in/' ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ହେବ ।

ଘ) ଆପଣଙ୍କ ପ୍ରାର୍ଥୀଙ୍କୁ ଜାଣନ୍ତୁ (କେୱାଇସି):
ପ୍ରାର୍ଥୀଙ୍କ ଡ୍ରାଇମବ୍ରାଞ୍ଚ ସ୍ଥିତି ବିଷୟରେ ସୂଚନା ଦେବା ପାଇଁ ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମ ପାଇଁ ଉପଲବ୍ଧ । ଏହା ନାଗରିକମାନଙ୍କୁ ପ୍ରାର୍ଥୀଙ୍କ ଅପରାଧୂକ ବିବରଣୀ ଜାଣିବାକୁ ଅନୁମତି ଦେଇଥାଏ ଏବଂ ନାଗରିକମାନଙ୍କୁ ପ୍ରାର୍ଥୀଙ୍କ ପୂର୍ବ ଅପରାଧିକ ମାମଲା ବିଷୟରେ ଜାଣିବାକୁ କ୍ଷମତା ଦେଇଥାଏ ।

) ଭୋଟର ସେବା ପୋର୍ଟାଲ:
ଭୋଟର ସେବା ପୋର୍ଟାଲ (https://voters.eci.gov.in) ମାଧ୍ୟମରେ ଜଣେ ଉପଭୋକ୍ତା ବିଭିନ୍ନ ସେବା ପାଇପାରିବେ ଯେପରିକି ନିର୍ବାଚକ ଚାଲିକା, ନୂତନ ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିବା, ଭୋଟରଙ୍କ କାର୍ଡରେ ସଂଶୋଧନ ପାଇଁ ଅନଲାଇନରେ ଆବେଦନ କରିବା, ଇ-ଇପିସିଆର ଡାଉନଲୋଡ୍ କରିବା, ମତଦାନ ବୁଥ୍, ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ନିର୍ବାଚନମଣ୍ଡଳୀର ବିବରଣୀ ଦେଖିବା ଏବଂ ଅନ୍ୟାନ୍ୟ ସେବା ମଧ୍ୟରେ ବୁଥ୍ ସ୍ତରୀୟ ଅଧୁକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଯୋଗାଯୋଗ ବିବରଣୀ ପାଇବା ।

ଚ) ଭୋଟର ହେକ୍ଟଲାଇନ ଆପ୍ :
ଭୋଟର ପରିଚୟ ପତ୍ର ପାଇଁ ଆବେଦନ କରିବା, ଭୋଟରଙ୍କ କାର୍ଡରେ ସଂଶୋଧନ ପାଇଁ ଅନଲାଇନରେ ଆବେଦନ କରିବା, ମତଦାନ ବୁଧ, ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ଲୋକସଭା ନିର୍ବାଚନମଣ୍ଡଳୀରେ ସବିଶେଷ ତଥ୍ୟ ଦେଖିବା ଏବଂ ବୁଥ ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ସମ୍ପର୍କି ବିବରଣୀ ପରି ବିଭିନ୍ନ ସେବା ନାଗରିକମାନେ ପାଇପାରିବେ । ଅନ୍ୟାନ୍ୟ ସେବାଗୁଡିକ ସହ ଏହି ଆପ୍ଲିକେସନ୍ ଉଭୟ ଗୁଗୁଲ୍ ପ୍ଲେ ଷ୍ଟୋର୍ ଏବଂ ଆପଲ୍ ଆପ୍
ଷ୍ଟୋର୍‌ରେ ଉପଲବ୍ଧ

ଛ) ସକ୍ଷମ (Sulsham);
ଏହି ଆପ୍ ସାହାଯ୍ୟରେ ଭିନ୍ନକ୍ଷମ ଚୟନକର୍ତ୍ତା ସେମାନଙ୍କୁ ଭିନ୍ନକ୍ଷମ ଭାବରେ ଚିହ୍ନିତ କରିବା, ନୂତନ ପଞ୍ଜୀକରଣ ପାଇଁ ଅନୁରୋଧ, ସ୍ଥାନାନ୍ତରଣ ପାଇଁ ଅନୁରୋଧ, ଇପିଆଇସି ବିବରଣୀରେ ସଂଶୋଧନ ପାଇଁ ଅନୁରୋଧ ଏବଂ ମତଦାନ ବୁଥରେ ଝିଲ୍ ଚେୟାର ପାଇଁ ଅନୁରୋଧ କରିପାରିବେ । ବୃଷ୍ଟିବାଧୂତ ଏବଂ ଶ୍ରବଣବାଧୂତ ଭୋଟରଙ୍କ ପାଇଁ ଏହା ମୋବାଇଲ୍ ଫୋନର ଆକ୍ସେସିବିଲିଟି ବୈଶିଷ୍ଟ୍ୟ ବ୍ୟବହାର କରେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+