ସୋର ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେପି, ବଦଳିଲେ ରାଜୁ ଦାସ ! ପର୍ଶୁରାମ ଧଡ଼ାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ସୂଚନା !
ବଦଳିଲେ ରାଜୁ ଦାସ । ନିର୍ବାଚନ ଭିତରେ ବଡ଼ ଖବର ଆସିଛି , ପ୍ରାର୍ଥୀ ବଦଳାଇଲା ବିଜେପି ! ସୋର ବିଧାନସଭା ଆସନରେ ବିଜେପି ତାର ପ୍ରାର୍ଥୀ ବଦଳାଇଥିବା ଖବର ମିଳୁଛି । ବର୍ତ୍ତମାନର ବିଧାୟକ ତଥା ନିକଟରେ ବିଜେଡି ଛାଡ଼ି ବିଜେପିରେ ମିଶିଥିବା ପର୍ଶୁରାମ ଧଡ଼ାଙ୍କୁ ବିଜେପି ପ୍ରାର୍ଥୀ କରିଥିବା ସୂଚନା ଆସି ପହଞ୍ଚୁଛି ! ତେବେ ପୂର୍ବରୁ ସେ ଆସନରୁ ଧାମନଗରର ରାଜେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । ତେବେ ଏଥିରେ କିଛି ସ୍ପଷ୍ଟତା ଆସି ନାହିଁ ।













Click it and Unblock the Notifications