ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨ .୯୧% ମତଦାନ; କେଉଁ ବିଧାନସଭା କ୍ଷେତ୍ରରେ କେତେ ପ୍ରତିଶତ ମତଦାନ ?
ରାଜ୍ୟରେ ଦିନ ୩ଟା ସୁଦ୍ଧା ୫୨ .୯୧% ମତଦାନ । ECI ଆପ୍ରୁ ମତଦାନ ନେଇ ସୂଚନା । ଗଜପତି ୪୫.୨୯%, ଗଞ୍ଜାମ ୪୪.୩୯%, କଳାହାଣ୍ଡି ୫୭.୯୧%, କୋରାପୁଟ ୫୩.୨୭%, ମାଲକାନଗିରି ୫୩.୬୪%, ନବରଙ୍ଗପୁର ୫୬.୭୬%, ନୂଆପଡ଼ା ୫୮.୨୫%, ରାୟଗଡା ୫୩.୬୦% ମତଦାନ ହୋଇଛି ।
୨୮ ବିଧାନସଭା ଆସନ
- ନୂଆପଡ଼ା: ୫୯.୦୨%
- ଖଡିଆଳ: ୫୭.୫୦%
- ଲାଞ୍ଜିଗଡ଼: ୫୭.୮୪%
- ଜୁନାଗଡ଼: ୫୮.୮୩%
- ଧର୍ମଗଡ଼: ୫୭.୦୬%
- ଭବାନୀପାଟଣା: ୫୩.୨୫%
- ନର୍ଲା: ୬୧.୬୫%
- ଉମରକୋଟ: ୫୬.୦୦%
- ଝରିଗାଁ: ୬୦.୨୦%
- ନବରଙ୍ଗପୁର: ୫୭.୦୫%
- ଡାବୁଗାଁ: ୫୩.୫୦%
- କୋଟପାଡ଼: ୫୫.୭୭%
- ମାଲକାନଗିରି: ୫୩.୧୮%
- ଚିତ୍ରକୋଣ୍ଡା: ୫୪.୨୦%
- ଗୁଣପୁର: ୫୩.୩୫%
- ବିଷମକଟକ: ୫୦.୫୧%
- ରାୟଗଡ଼ା: ୫୬.୬୭%
- ଲକ୍ଷ୍ମୀପୁର: ୫୪.୧୪%
- ଜୟପୁର: ୫୪.୧୯%
- କୋରାପୁଟ: ୪୬.୮୬%
- ପଟାଙ୍ଗୀ: ୫୫.୨୧%
- ଛତ୍ରପୁର: ୪୧.୬୮%
- ଗୋପାଳପୁର: ୪୩.୧୨%
- ବ୍ରହ୍ମପୁର: ୩୭.୨୩%
- ଦିଗପହଣ୍ଡି: ୫୦.୧୬ %
- ଚିକିଟି: ୫୦.୧୧%
- ମୋହନା: ୪୫.୧୩%
- ପାରଳାଖେମୁଣ୍ଡି: ୪୬.୪୮%
ରାଜ୍ୟରେ ଦିନ ୧୧ଟା ସୁଦ୍ଧା ୨୩.୨୮% ମତଦାନ ହୋଇଥିଲା । ECI ଆପ୍ରୁ ମତଦାନ ନେଇ ସୂଚନା । ମୋହନା ୨୧.୪୭%, ନବରଙ୍ଗପୁର ୨୧.୫୦%, ନର୍ଲା ୨୬.୪୬%, ନୂଆପଡ଼ା ୨୭.୮୮% ମତଦାନ ହୋଇଛି । ପାରଳାଖେମୁଣ୍ଡି ୨୨.୬୪%, ପଟାଙ୍ଗୀ ୨୪.୮୧%, ରାୟଗଡ଼ା ୨୧% ଓ ଉମରକୋଟ ୨୬.୨୦% ମତଦାନ ହୋଇଛି ।

ସକାଳ ୯ଟା ସୁଦ୍ଧା ୯.୨୫% ମତଦାନ ହୋଇଥିଲା । ECI ଆପ୍ରୁ ମତଦାନ ନେଇ ସୂଚନା ମିଳିଛି । ଗଜପତିରେ ୧୦.୨୦%, ଗଞ୍ଜାମ ୬.୮୧%, କଳାହାଣ୍ଡି ୯.୦୬%, -କୋରାପୁଟ ୧୩.୧୪%, ମାଲକାନଗିରି ୯.୧୫%, ନବରଙ୍ଗପୁର ୮.୯୭%, ନୂଆପଡ଼ା ୯.୯୮%, ଓ ରାୟଗଡ଼ାରେ ୭.୫୨% ମତଦାନ ହୋଇଛି ।












Click it and Unblock the Notifications