ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ

ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କାର କାର ଦୁର୍ଘଟଣା । ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କର ଗାଡି ଦୁର୍ଘଟଣା ଘଟିଛି ।

ଅନୁଗୁଳ: ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କାର କାର ଦୁର୍ଘଟଣା । ଅନୁଗୁଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ତାଙ୍କର ଗାଡି ଦୁର୍ଘଟଣା ଘଟିଛି ।

Car Accident

ମିଳିଥିବା ସୂଚନା ମୁତାବକ, ପଞ୍ଚମହଲା ନିକଟରେ ସୁରକ୍ଷା ବଳୟ କାରରେ ଯାଉଥିବା ସମୟରେ ତାଙ୍କ ଗାଡି ଏକ ଦଶ ଚକିଆ ସହ ମୁହାଁମୁହିଁ ହୋଇଥିଲା । ତାଙ୍କ ଗାଡ଼ିର ଡାହାଣ ପାର୍ଶ୍ଵ ମାଡ ହେବା ଫଳରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି ଉପବାଚସ୍ପତି। ଉପବାଚସ୍ପତି ରଜନୀକାନ୍ତ ସିଂହ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ତାଙ୍କ ଗାଡି (ଓଡ଼ି-୦୨-ଏଆର-୬୦୦୬)ସାଢେ ୩ଟା ବେଳକୁ ପଞ୍ଚମହଲା ଠାରୁ ବନ୍ତଳା ରାସ୍ତାକୁ ବୁଲିବା ବେଳକୁ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ(ଓଡ଼ି-୩୫-ଡି-୭୭୩୩)ଧକ୍କା ଦେଇଥିଲା । ଟ୍ରକଟି କାରର ଡୋରରେ ଘୋଷାରି ହୋଇ ଆଗକୁ ବଢ଼ିଥିଲା। ଫଳରେ ଗାଡିଟି ଆଂଶିକ ଭାବେ ଭାଙ୍ଗି ଯାଇଛି। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+