ତିନିଦିନର ଛୁଟି ପରେ ଆଜି ଗୃହରେ ଲାଗିବ ହଟଚମଟ; ଗୃହ କାର୍ଯ୍ୟ ଆରମ୍ଭରୁ ଦେଖା ଦେଇପାରେ ବିରୋଧୀଙ୍କ ହଙ୍ଗାମା
ତିନିଦିନର ଛୁଟି ପରେ ଆଜି ଗୃହରେ ଲାଗିବ ହଟଚମଟ। ଗୃହ କାର୍ଯ୍ୟ ଆରମ୍ଭରୁ ଦେଖା ଦେଇପାରେ ବିରୋଧୀଙ୍କ ହଙ୍ଗାମା । SCB ନିଆଁ ଏବଂ ରାଜ୍ୟସଭାରେ ଘୋଡ଼ା ବେପାର ଅଭିଯୋଗକୁ ପ୍ରସଙ୍ଗ କରି ହଲ୍ଲାପଟା କରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେହିପରି ଆଜି ଗୃହରେ ବିଭିନ୍ନ ବିଭାଗର ରହିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ ।
ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ ଏବଂ ଶ୍ରମ ଓ କର୍ମଚାରୀ ବିଭାଗର ରହିଛି ପ୍ରଶ୍ନକାଳ । ଶୂନ୍ୟକାଳ ଓ ଅନ୍ୟାନ୍ୟ ସମୟରେ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ବିଜେପିକୁ ଅଡ଼ୁଆରେ ପକାଇ ପାରନ୍ତି ବିରୋଧୀ । ସେପଟେ ଅପରାହ୍ନରେ ଇସ୍ପାତ ଓ ଖଣି ପରିବହନ ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା।

More From
-
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା












Click it and Unblock the Notifications