Odisha Assembly: ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ହେବ ନିର୍ମାଣ
ରାଜ୍ୟରେ ଆଉ ୫୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ବିଜେଡି ବିଧାୟକ ପ୍ରତାପ ଦେବଙ୍କ ପ୍ରଶ୍ନରେ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର । ୮୧୨ ବହୁମୁଖୀ ଆଶ୍ରୟସ୍ଥଳୀର ମରାମତି ହେବ ବୋଲି କହିଲେ ସୁରେଶ ପୂଜାରୀ । ଅର୍ଥ କମିଶନଙ୍କୁ ମଧ୍ୟ ସରକାର ଜଣାଇଛନ୍ତି, ଖୁବଶୀଘ୍ର କାମ ହେବ । ବିଗତ ସରକାର ଘୋଷଣା କରି ଆମ ପାଇଁ ଛାଡ଼ିକି ଗଲେ ।













Click it and Unblock the Notifications