Odisha Assembly: ରାଜ୍ୟରେ ୩ ବର୍ଷରେ ୨୦୬୪ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ
ରାଜ୍ୟରେ ୩ ବର୍ଷରେ ୨୦୬୪ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । । ନଦୀ, ସମୁଦ୍ର, ପୋଖରୀରେ ବୁଡ଼ି ୨୦୬୪ ଜଣଙ୍କ ମୃତ୍ୟୁ ହୋଇଛି। କଟକରେ ସର୍ବାଧିକ ୨୫୨ ଜଣଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ମୟୂରଭଞ୍ଜରେ ୨୫୧, କୋରାପୁଟରେ ୨୦୭ ଓ ନବରଙ୍ଗପୁରରେ ୧୦୨। ବିଧାୟକ ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରଶ୍ନରେ ମୁ୍ଖ୍ୟମନ୍ତ୍ରୀଙ୍କ ଉତ୍ତର ।













Click it and Unblock the Notifications