Odisha Assembly: ଆଜି ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍
ଶୀତ ଅଧିବେଶନର ୨ୟ ଦିନରେ ବିଧାନସଭାରେ ଆଗତ ହେବ ଅତିରିକ୍ତ ବଜେଟ୍ । ଅପରାହ୍ଣରେ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ଅତିରିକ୍ତ ବଜେଟ୍ରେ ମୁଖ୍ୟତଃ ପଞ୍ଚାୟତିରାଜ ଓ ପାନୀୟ ଜଳ, ବାଣିଜ୍ୟ ଓ ପରିବହନ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ସମବାୟ ବିଭାଗକୁ ଅଧିକ ଫୋକସ୍ କରାଯିବ। ସରକାର ସଡ଼କ ଭିତ୍ତିଭୂମି, ଗମନାଗମନ ଓ ଲୋକଙ୍କୁ ମୌଳିକ ସୁବିଧା ପ୍ରଦାନ, ଧାନ କିଣାକୁ ଫୋକସ୍ କରୁଥିବାରୁ ଉପରୋକ୍ତ ୫ଟି ବିଭାଗକୁ ଅଧିକ ଗୁରୁତ୍ବ ଦେଇଛନ୍ତି।













Click it and Unblock the Notifications