ରାଜ୍ୟରେ ୧୪ ହଜାର ଡାକ୍ତର ପଦବୀ ଖାଲି; ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ

ରାଜ୍ୟରେ ୧୪ ହଜାର ଡାକ୍ତର ପଦବୀ ଖାଲି । ସାରା ଓଡ଼ିଶାରେ ୯ ହଜାର ୬ ଶହ ୩୩ ମେଡିକାଲ୍‌ ଅଫିସର୍ ପଦବୀ ଖାଲି ପଡ଼ିଛି । ତା' ଭିତରେ ୪ ହଜାର ୮ ଶହ ୮୦ ଆସିଷ୍ଟାଣ୍ଟ ପ୍ରଫେସର୍ ପଦବୀ ମଧ୍ୟ ରହିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ବିଧାନସଭାରେ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । କେଉଁ ଜିଲ୍ଲାରେ କେତେ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି, ତା'ର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬୧୩ ପଦବୀ ଖାଲି ପଡ଼ିଛି । ସେହିପରି ଗଞ୍ଜାମରେ ୫୩୭, କଟକରେ ୪୬୨, ସୁନ୍ଦରଗଡ଼ରେ ୪୨୦ଟି ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ।

14 thousand doctor posts vacant
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+