Odisha Assembly: ୨୦୨୪ରୁ ଆଜି ଯାଏଁ ୧୧,୩୩୭ ନିଖୋଜ ଅଭିଯୋଗ ପଞ୍ଜିକୃତ
ରାଜ୍ୟରେ ଆଜି ବି ନିଖୋଜ ଅଛନ୍ତି ୨୯୭୫ ଶିଶୁ । ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତର । ୨୦୨୪ରୁ ଆଜି ଯାଏଁ ୧୧,୩୩୭ ନିଖୋଜ ଅଭିଯୋଗ ପଞ୍ଜିକୃତ । ୮୩୬୨ ଶିଶୁ ଉଦ୍ଧାର ।
ଖୋର୍ଦ୍ଧାରେ ସର୍ବାଧିକ ୭୮୫ ମାମଲାରୁ ୫୭୬ ଶିଶୁ ଉଦ୍ଧାର । ବାଲେଶ୍ୱରରେ ୬୮୩ ମାମଲା ମଧ୍ୟରୁ ୧୧୪ ଶିଶୁ ଉଦ୍ଧାର ।













Click it and Unblock the Notifications