Odisha Assembly: ପରିବହନ ବିଭାଗର ୧୦୯ ସରକାରୀ ବସ୍‌ ଅଚଳ

ପରିବହନ ବିଭାଗର ୧୦୯ ସରକାରୀ ବସ୍‌ ଅଚଳ ହୋଇ ପଡ଼ିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍‌ କିଣିଥିଲା ପରିବହନ ବିଭାଗ। ସେଥିରୁ ୧୦୯ଟି ବସ୍‌ ଯାନ୍ତ୍ରୀକ ତ୍ରୁଟି ପାଇଁ ଅଚଳ । ବିଧାନସଭାରେ ପରିବହନ ମନ୍ତ୍ରୀ ଏନେଇ ରଖିଲେ ଉତ୍ତର।

Odisha Assembly

ବର୍ଷେ ଭିତରେ ୨୬୩ ପଡ଼ା ଗାଁ 'ରାଜସ୍ୱ ଗାଁ'ରେ ପରିବର୍ତ୍ତନ ।ଗୃହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉତ୍ତର। ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ କରିବା ପାଇଁ ଯୋଜନା। ଟେକ୍ନୋଲୋଜି ମାଧ୍ୟମରେ ମ୍ୟାପ୍ ପରିବର୍ତ୍ତନ କରାଯାଉଛି।ରାଜସ୍ୱ ଗାଁରେ ସରକାରଙ୍କ ଗରିବ କଲ୍ୟାଣ ଯୋଜନା ମିଳିପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+