Get Updates
Get notified of breaking news, exclusive insights, and must-see stories!

ଭାଙ୍ଗି ଗଲା ସେନାରେ ଭର୍ତ୍ତି ହେବା ସ୍ୱପ୍ନ ! ଆତ୍ମହତ୍ୟା କଲେ ଯୁବକ

ଅଗ୍ନିପଥ ପାଇଁ ଆତ୍ମହତ୍ୟା । ସେନାରେ ଭର୍ତ୍ତି ହେବା ସ୍ୱପ୍ନ ଭାଙ୍ଗିଯିବା ପରେ ଆତ୍ମହତ୍ୟା କଲେ ଆଶାୟୀ ଯୁବକ । ଘଟଣା ଘଟିଛି ଜିଲ୍ଲା ସୋର ଦୟାନିଧିପୁର ଗାଁରେ । ଧନଞ୍ଜୟ ମହାନ୍ତି ନିଜ ଘରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ପରିବାର ଅବିଯୋଗ ଆଣିଛନ୍ତି ।

ବାଲେଶ୍ୱର: ଅଗ୍ନିପଥ ପାଇଁ ଆତ୍ମହତ୍ୟା । ସେନାରେ ଭର୍ତ୍ତି ହେବା ସ୍ୱପ୍ନ ଭାଙ୍ଗିଯିବା ପରେ ଆତ୍ମହତ୍ୟା କଲେ ଆଶାୟୀ ଯୁବକ । ଘଟଣା ଘଟିଛି ଜିଲ୍ଲା ସୋର ଦୟାନିଧିପୁର ଗାଁରେ । ଧନଞ୍ଜୟ ମହାନ୍ତି ନିଜ ଘରେ ଦୌଡି ଦେଇ ଆତ୍ମହତ୍ୟା କରିଥିବା ପରିବାର ଅବିଯୋଗ ଆଣିଛନ୍ତି ।

Agnipath Yojana

ଦୁଇବର୍ଷ ତଳେ ସେନାରେ ଭର୍ତ୍ତି ହେବା ପାଇଁ ଆବଶ୍ୟକ ପରୀକ୍ଷା ଦେଇ ସେ କୃତକାର୍ଯ୍ୟ ହୋଇଥିଲେ । ଶାରିରୀକ ଓ ଡାକ୍ତରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ଲିଖିତ ପରୀକ୍ଷାକୁ ଅପେକ୍ଷା କରିଥିଲେ । କରୋନା ଯୋଗୁଁ ବାରମ୍ବାର ଲିଖିତ ପରୀକ୍ଷା ବାତିଲ ହୋଇଥିବାବେଳେ ଏବେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ବିଚଳିତ ହୋଇପଡିଥିଲେ ଧନଞ୍ଜୟ । ଶେଷରେ ଅଗ୍ନିପଥ ଯୋଜନା ଆସିବା ପରେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଲିଖିତ ପରୀକ୍ଷା ବାତିଲ ହୋଇଯିବାରୁ ସେ ହତାଶ ହୋଇପଡ଼ିଥିଲେ।

ତେବେ ମୃତ୍ୟୁ ପୂର୍ବରୁ ସେ 'ଆଇ କ୍ୱିଟ୍' ବୋଲି ତାଙ୍କ ମୋବାଇଲ ଫୋନରେ ଲେଖାଥିବା ଚାଟ୍ ସାମ୍ନାକୁ ଆସିଛି । ଭାଇଙ୍କୁ ହ୍ୱାଟ୍ସଆପରେ ଚାଟ୍ କରି ସେ ବିଜେପିକୁ ଆଉ ଭୋଟ ଦେବୁନାହିଁ ବୋଲି ପରାମର୍ଶ ଦେଇଛନ୍ତି । ପରିବାର ଲୋକଙ୍କ କହିବା ହେଲା ପରୀକ୍ଷାକୁ ଅପେକ୍ଷା କରି କରି ବୟସ ଗଡିଯିବା ଓ ଅଗ୍ନିପଥ ଯୋଜନା ଭଳି ଘୋଷଣା ତାଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+