Get Updates
Get notified of breaking news, exclusive insights, and must-see stories!

ଜାନୁଆରୀ ୭ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା, ଏମିତି ଡାଉନଲୋଡ଼ କରନ୍ତୁ ଆଡମିଟ୍ କାର୍ଡ

ଜାନୁଆରୀ ୭ ତାରିଖରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଷଷ୍ଠ, ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀରେ ନାମଲେଖା ପାଇଁ ହେବ ଏହି ପରୀକ୍ଷା । ସକାଳ ୯ ଟାରୁ ୧୧ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀ ପରୀକ୍ଷା ।ସକାଳ ୯ ଟାରୁ ୧୨ ପର୍ଯ୍ୟନ୍ତ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ କରୁଛି ଏହି ପରୀକ୍ଷା ।

Odisha Adarsha Vidyalaya Entrance Exam

ବୋର୍ଡର ୱେବସାଇଟ www.bseodisha.ac.inରୁ ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ । ନିଜର ନାମ, ପିତାଙ୍କ ନାମ ଓ ଶ୍ରେଣୀ ତଥ୍ୟ ଦେଇ ଡିସେମ୍ବର ୩୦ ରୁ ଡାଉନ ଲୋଡ଼ କରି ହେବ ଆଡ଼ମିଟ କାର୍ଡ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+