ଭଟ୍ଟାରିକା ପୀଠରେ ୧୪୪ ଧାରା ଜାରି

ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାରରେ ବନ୍ୟାଜଳ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪

କଟକ: ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠରେ ୧୪୪ ଧାରା ଜାରି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଯୋଗୁ ବଡ଼ମ୍ବାରରେ ବନ୍ୟାଜଳ ଦେଖିବା ପାଇଁ ଲୋକଙ୍କ ଭିଡ ଲାଗିଛି । କୌଣସି ଅଘଟଣ ନ ଘଟିବା ପାଇଁ ଭଟ୍ଟାରିକା ପୀଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଭଟ୍ଟାରିକାଙ୍କ ପୀଠକୁ ଲୋକମାନଙ୍କୁ ଯିବାକୁ ବାରଣ କରାଯାଇଛି ।

Odisha

ସେପଟେ ବନ୍ୟା ପାଣି ବଢୁଥିବା ବେଳେ ଗତକାଲିଠାରୁ ମା'ଙ୍କ ଚଳନ୍ତି ପ୍ରତିମାକୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ଜଳସ୍ରୋତ ବଢିବାରେ ଲାଗିଛି । । ଭଟ୍ଟାରିକାଙ୍କ ମନ୍ଦିର ମହାନଦୀ କୂଳରେ ଥିବା ବେଳେ ପ୍ରତିବର୍ଷ ବର୍ଷାରେ ମହାନଦୀ ପାଣି ମନ୍ଦିର ଭିତରେ ପ୍ରବେଶ କରିଥାଏ । ମହାନଦୀରେ ବନ୍ୟା ଆସିବା ଫଳରେ ବନ୍ୟା ଜଳରେ ମାଆ ଭଟ୍ଟାରିକାଙ୍କ ମନ୍ଦିର, ଭଜନ ମଣ୍ଡପ ବୁଡ଼ି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+