ଭାରତ ଫେରୁଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରା

ଭାରତ ଫେରୁଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ । ଗୃହଯୁଦ୍ଧ ଭିତରେ ମୁକୁଳିଲେ ଓଡ଼ିଆ ପୁଅ ଆଦର୍ଶ ବେହେରା । ଆଜି ଭୁବନେଶ୍ବରରେ ପହଞ୍ଚିବେ ଆଦର୍ଶ ବେହେରା। କାଲି ରାତିରେ ଆବୁଧାବିରୁ ହାଇଦ୍ରାବାଦ ଅଭିମୁଖେ ବାହାରିଥିଲେ । ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିଥିଲା। ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା। ସାଂସଦଙ୍କ ଅନୁରୋଧରେ ଆଦର୍ଶଙ୍କୁ ଆଣୁଛି ବୈଦେଶିକ ମନ୍ତ୍ରାଳୟ। ଉଦ୍ଧାର ପାଇଁ ଦାବି କରିଥିଲେ ସାଂସଦ ବିଭୁ ପ୍ରସାଦ ତରାଇ ।

Adarsh Behera
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+