Odisha News: nbsp;କାଶ୍ମୀର ଶ୍ରୀନଗରରେ ଓଡ଼ିଆ ଯବାନଙ୍କ ମୃତ୍ୟୁ ଘଟିଛି । CRPF ୧୬୧ ବାଟାଲିଅନର ଭାସ୍କର ଜଡ଼ାଙ୍କ ମୃତ୍ୟୁ ହୋଇଛି । ତାଙ୍କ ଘର ନର୍ଲା ବୋଲି ସୂଚନା ରହିଛି ହେଲେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି ।