ବେଙ୍ଗାଲୁରୁରେ ଓଡ଼ିଆ ରାପରଙ୍କ ଆତ୍ମହତ୍ୟା

Odisha News: ବେଙ୍ଗାଲୁରୁରେ ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ମୃତ୍ୟୁ । ଓଡ଼ିଆ ରାପର୍ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ବେଙ୍ଗାଲୁରୁ ପୋଲିସ ମୃତ ଦେହ ଉଦ୍ଧାର କରିବା ସହ ପରିବାରକୁ ହସ୍ତାନ୍ତର କରିଛି । ତେବେ ସେ କେଉଁ ପରି ସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ତାହାର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ପରିବାର ପକ୍ଷରୁ ମଧ୍ୟ କୌଣସି ଏତଲା ହୋଇ ନାହିଁ ।

Odia rapper
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+