ଓଡ଼ିଆ ହେଉଛି ଏକ ପ୍ରାଚୀନ ଭାଷା, ଲିଟେରାଲି ଫେଷ୍ଟିଭାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଓଡ଼ିଶା ଲିଟେରାଲି ଫେଷ୍ଟିଭାଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ। ଭାଷା ମାନବ ସଭ୍ୟତାର ପ୍ରାଣକେନ୍ଦ୍ର, ଓଡ଼ିଆ ହେଉଛି ଏକ ପ୍ରାଚୀନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ବେଳର ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପି ରହିଛି। ତୃତୀୟ ଶତାବ୍ଦୀର ଧଉଳି ଓ ଜଉଗଡ଼ ବୌଦ୍ଧପୀଠର ବିଭିନ୍ନ ଉପାଦାନ ଅଛି ।

mohan majhi

ବହୁ ପ୍ରାଚୀନ ଅଭିଲେଖ, ତାମ୍ରଫଳକ, ଅନୁଶାସନ, ପୁରୁଣା ପୋଥି ବି ରହି ।ବିଭିନ୍ନ ତାଳପତ୍ର ଖେଦାରୁ ଆମ ଓଡ଼ିଆ ଭାଷା କେତେ ପୁରୁଣା ତାହା ପ୍ରମାଣିତ । ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ଓଡ଼ିଶାର ଘରେ ଘରେ ପରିଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+