ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ, ପୁଅକୁ ଦେଖି ହେଲେ ଭାବବିହ୍ୱଳ

ଭୁବନେଶ୍ୱରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ । ଜଗତସିଂହପୁର ଜିଲ୍ଲା କୋଟକଣା ଗାଁର ଆଦର୍ଶ ବେହେରା ଫେରିଲେ।
ବିମାନବନ୍ଦରରେ ପହଞ୍ଚି ଭାବବିହ୍ୱଳ ହେଲେ ଆଦର୍ଶ । ବିଦ୍ରୋହୀ ଆତଙ୍କୀ ସଂଗଠନ RSF ଅପହରଣ କରିନେଇଥିଲା । ଫେରିବା ପରେ ନିଜ ଯନ୍ତ୍ରଣା ବଖାଣିଲେ ଆଦର୍ଶ ବେହେରା। ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ ବୋଲି କହିଲେ ଆଦର୍ଶ। ୨,୩ ଦିନ ଜଙ୍ଗଲ ପରେ ଜେଲ୍‌ରେ ରଖିଥିଲେ । ନିଜ ପୁଅକୁ ଦେଖି ଭାବବିହ୍ୱଳ ହୋଇପଡ଼ିଲେ ଆଦର୍ଶ ।

Sudanese
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+