Get Updates
Get notified of breaking news, exclusive insights, and must-see stories!

OCS ପରୀକ୍ଷା ଫଳ ପ୍ରକାଶ ଉପରେ ଲାଗିଥିବା ଅଙ୍କୁଶ ହଟିଲା

ଭୁବନେଶ୍ୱର:୨୦୨୧ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ଉପରେ ପୂର୍ହରୁ ଲାଗିଥିବା ଅଙ୍କୁଶ ହଟିଛି । ୨୦୨୩ ଜୁଲାଇ ୨୧ରେ ହାଇକୋର୍ଟ ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ ।

OCS

ସୂଚନା ଅନୁସାରେ, ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ସତୀଶ କୁମାରଙ୍କୁ ୪୦ ପ୍ରତିଶତ ଭିନ୍ନକ୍ଷମ ବୋଲି ଦର୍ଶାଯାଇଥିଲା ହେଲେ ସେ ନିଜକୁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଯାହା ପରେ କୋର୍ଟ ଏହି ରେଜଲ୍ଟ ଘୋଷଣା ଉପରେ କଟକଣା ଲଗାଇଥିଲେ ।

ହେଲେ ପ୍ରାର୍ଥୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓଡ଼ିଶା ଲୋକସେବା ଆୟୋଗ । ଆୟୋଗଙ୍କ ଆବେଦନ ଶୁଣାଣି କରି ଜଷ୍ଟିସ ମହାପାତ୍ରଙ୍କ ଖଣ୍ତପୀଠ ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+