ପ୍ରକାଶ ପାଇଲା OCS ୨୦୨୩ ମେନ୍ ରେଜଲ୍ଟ
ପ୍ରକାଶ ପାଇଲା ୨୦୨୩ ଓସିଏସ୍ ମେନ ପରୀକ୍ଷା ଫଳ । ମୋଟ୍ ୮୦୬ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ୨୯୩ ଜଣ ମହିଳାଙ୍କୁ ମିଳିଛି ସଫଳତା । ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବ ଇଣ୍ଟରଭ୍ୟୁ । ଓଡ଼ିଶା ପବ୍ଲିକ କମିଶନ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି ।

ମେନ ରିଟିନ ଏଗଜାମ୍ ଏପ୍ରିଲ ୧୯ରୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ହେବପା ସହ ମେ ୧୪ରେ ମଧ୍ୟ ପରୀକ୍ଷା ଦେଇଥିଲେ ଆଶାୟୀ ।












Click it and Unblock the Notifications