କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା; ୪୦କୁ ବଢ଼ିବ ICU ବେଡ୍ ସଂଖ୍ୟା

ଆଉ ହନ୍ତସନ୍ତ ହେବେନି ରୋଗୀ। କାରଣ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ବଢ଼ିବ ଆଇସିୟୁ ବେଡ୍ ସଂଖ୍ୟା। କ୍ୟାପିଟାଲ ହସ୍ପିଟାଲ୍ ରୋଗୀ କଲ୍ୟାଣ ସମିତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିବା ସମିତି ଅଧ୍ୟକ୍ଷା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି।

umber of ICU beds will increase

ଖୁବଶୀଘ୍ର ୪୦ଟି କରାଯିବ। ପ୍ରତି ମାସ ହସ୍ପିଟାଲକୁ ୧୪୩୨ଟି ଡାଏଲେସିସ୍ କେସ୍ ଆସୁଛି। ଏବେ ଥିବା ବେଡ୍‌ରେ ୩ଟି ସିଟିଂରେ ଡାଏଲେସିସ୍ ଚାଲିଛି। ଏହାକୁ ୪ କରାଯିବ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+