ଭିଜିଲାନ୍ସ ଜାଲରେ MVI ବିନୟ ବେହୁରିଆ, ୧ ଲକ୍ଷ ୩୨ ହଜାର ଟଙ୍କା ସହ ପଡ଼ିଲେ ଧରା

ଭୁବନେଶ୍ବର : ଟଙ୍କା ସହ ଧରାପଡ଼ିଛନ୍ତି ନୂଆପଡା ଏମ୍‌ଭିଆଇ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡା ଏମଭିଆଇ | ଏମଭିଆଇ ଜଣକ ନୂଆପଡ଼ାରୁ ଭୁବନେଶ୍ୱର ଆସୁଥିବାବେଳେ ଖୋର୍ଦ୍ଧା ହସ୍ପିଟାଲ ନିକଟରୁ ତାଙ୍କୁ ଭିଜିଲାନ୍ସ ମାଡ଼ିବସିଥିଲା |

ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ ଏମଭିଆଇ ବିଜୟ କୁମାର ବେହୁରିଆ ନୂଆପଡ଼ାରୁ ଭୁବନେଶ୍ୱରକୁ ଓଡି ୩୩ ଏସି ୨୦୩୦ ନମ୍ବର କାରରେ ଆସୁଥିଲେ |

Nuapada MVI in Vigilance net

ତାଙ୍କ ପାଖରେ ୧ ଲକ୍ଷ ୩୨ ହଜାର ଟଙ୍କା ଥିଲା | ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+