ନୂଆପଡ଼ା ଉପନିର୍ବାଚନ; ଦଳ ଭଲ ଲୋକଙ୍କୁ ସୁଯୋଗ ଦେବ କହିଲେ ସୁରେଶ ପୂଜାରୀ
ନୂଆପଡ଼ା ଉପନିର୍ବାଚନ ନେଇ ବିଜେପିର ପ୍ରାର୍ଥୀ ଘୋଷଣା ପ୍ରସଙ୍ଗ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା। 'ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇନି' ।'ଦଳ ପ୍ରାର୍ଥୀ ବାବଦରେ ବିଚାର ବିମର୍ଷ କରୁଛି। ଦଳ ଭଲ ଲୋକଙ୍କୁ ସୁଯୋଗ ଦେବ କହିଲେ ସୁରେଶ ପୂଜାରୀ। ଜଣେ ଦରଦୀ ମଣିଷ ଭାରତୀୟ ଜନତା ପାର୍ଟିରୁ ପ୍ରାର୍ଥୀ ହେବେ ।













Click it and Unblock the Notifications