ନୂଆପଡ଼ା ଉପନିର୍ବାଚନ: ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଜମୁଛି ନୂଆପଡ଼ାରେ ନିର୍ବାଚନ ପ୍ରଚାର । ଡୋର ଟୁ ଡୋର କ୍ୟାମ୍ପେନିଂ ଓ ରୋଡ ଶୋରେ କମ୍ପୁଛି ମୈଦାନ। ମୈଦାନକୁ ଓହ୍ଲାଇବେ ଷ୍ଟାର କ୍ୟାମ୍ପେନର। ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାଢେ ୧୧ଟାରେ ପ୍ରଥମେ କୋମନାରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ରୋଡ ସୋ କରିବେ। ପରେ ନିର୍ବାଚନୀ ସଭାରେ ଯୋଗ ଦେବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ପଞ୍ଚମପୁରରେ ସାଧାରଣ ସଭାରେ ଯୋଗ ଦେବେ । ଗୋଟିଏ ଦିନରେ ଦୁଇ ଦୁଇ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ନୂଆପଡ଼ା ଉପନିର୍ବାଚନ ପାଇଁ କେତେ ମହତ୍ତ୍ବପୂର୍ଣ୍ଣ ତାହା ଦର୍ଶାଉଛି । ନୂଆପଡ଼ା ବ୍ଲକରେ ବୋଇରିଭାଡି ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରଚାର କରିଛନ୍ତି । ନୂଆପଡ଼ାର ବିକାଶ ପାଇଁ ଲୋକେ ଆର୍ଶୀବାଦ କରିବେ ବୋଲି କହିଛନ୍ତି ଜୟ ।

Chief Minister Mohan Majhi to take to the campaign trail today
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+