Get Updates
Get notified of breaking news, exclusive insights, and must-see stories!

ଏଣିକି କେବଳ ଗୋଟିଏ ରାଜସ୍ବ ଆଇନ୍ :ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ଏଣିକି କେବଳ ଗୋଟିଏ ରାଜସ୍ବ ଆଇନ୍ ଓଡ଼ିଶାରେ ରହିବ । ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି।

PUJARI

ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ନିକଟରେ ଆସିବ ଓଡ଼ିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ। ଏହା ସମୟ ଉପଯୋଗୀ ହେବ, ଲୋକଙ୍କ ବୁଝିଲା ଭଳି ହେବ ବୋଲି କହିଲେ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+