ଅନଲାଇନ୍‌ରେ ମହାପ୍ରଭୁଙ୍କ ପୂଜା ପାଇଁ ଏକ ଆପ୍ଲିକେସନ ପକ୍ଷରୁ ବିଜ୍ଞପ୍ତି, ୪ ପ୍ରକାର ପୂଜା ପାଇଁ ଅଲଗା ଅଲଗା ଦର

ଫେକ୍ ୱେବସାଟରେ ମହାପ୍ରଭୁଙ୍କ ପୂଜା । ପୁଣି ଅନଲାଇନରେ ହେବ ମହାପ୍ରଭୁଙ୍କ ପୂଜା । ପୂଜା ପରିସେବା ଡଟ୍ କମ୍ ନାମକ ଏକ ନକଲି ଅନଲାଇନ ଆପ୍ଲିକେସନ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହା ପୁଣି ଚାରି ପ୍ରକାର ପୂଜା ହେବାନେଇ ଅନଲାଇନରେ ବିଜ୍ଞପ୍ତି ଦିଆଯଇଛି ।

puri

ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହା ସହ ପୂଜାରେ ଶୁଖିଲା ଭୋଗ ଦିଆଯିବା ନେଇ ଅନଲାଇନରେ ଆପ୍ଲିକେସନରେ ଉଲ୍ଲେଖ ରହିଛି । ଏହାକୁ ନେଇ ଲୋକଙ୍କୁ ସତର୍କ କରାଯାଇଛି । ଏହିଭଳି କିଛି ଅଜଣା ସାଇଟ ଉପରେ ବିଶ୍ବାସ ରଖନ୍ତୁନି । ହୋଟେଲରୁ ନେଇ ଏହିଭଳି କିଛି ଅନଲାନ୍ ଅଫର ଉପରେ ବିଶ୍ବାସ ନକରିବାକୁ ଲୋକଙ୍କୁ କୁହାଯାଇଛି । ସତର୍କ ରହିବା ସହ କୌଣସି ସମସ୍ୟା ହେଲେ ଜଣାଇବାକୁ ଅନୁରୋଧ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+